ଯାଜପୁର: ଯାଜପୁର ରୋଡ ଥାନା ଅନ୍ତର୍ଗତ ଦାନଗଦି ଅଂଚଳର ଶୋଲେଇ ଅଧିବାସୀ ସାହିର ଫୂଟବଲ ପଡିଆର ଏକ ଡକାୟତ ଦଳ ଡକାୟତି କରିବା ପାଇଁ ଯୋଜନା ପ୍ରସ୍ତ୍ରୁତ କରୁ ଥିବା ସମୟ ରେ ଯାଜପୁର ରୋଡ ପୋଲିସ ଅଚାନକ ଚଢ଼ାଉ କରି 6ଜଣ ଡକାୟତ କୁ କାବୁ କରିଛି ଓ ଡକାୟତି ଯୋଜନା କୁ ପଣ୍ଡ କରିଛି ସେମାନଙ୍କ ଠାରୁ 5ଟା ଚୋରା ମୋଟର ସାଇକେଲ ଖଣ୍ଡା ଲାଠି ଲୁହା ରଡ଼ ମୋବାଇଲ ଫୋନ 6taଜବତ କରିଛି l
ବିଶେଷ ସୄତ୍ରରୁ ଯାଜପୁର ରୋଡ ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ସଦଳ ବେଳେ ଡକାୟତ ମାନଂକୁ ଅତର୍କ୍ରିତ ଚଢ଼ାଉ କରି ଡକାୟତ ମାନଂକୁ କାବୁ କରି ନେଇ ଥିଲେ ଏହି ଡକାୟତ ଦଳ ନାମ ରେ କଳିଙ୍ଗନଗର ଯଖ ପୁରା ଯାଜପୁର ରୋଡ ବଡ଼ଚଣା କୋରେଇ ରାମଚନ୍ଦ୍ର ପୁର ଓ କଟକ ମଙ୍ଗଳା ବାଗ ଭଦ୍ରକ ପ୍ରଭୁ ତି ଥାନା ରେ ଡକାୟତି ଚୋରି ପ୍ରଭୁ ବାହୁ ମାମଲା ରୁଜୁ ହୋଇଛି ଡ଼କାୟ ମାନେ ହେଲେ ଯାଜପୁର ଜିଲ୍ଲାର କଳିଙ୍ଗନଗର ଥାନା ର ସାରଙ୍ଗ ପୁର ଗ୍ରାମର ଗୌତମ ଜେନା (କୁତୁରି )ଯାଜପୁର ରୋଡ ଥାନା ଧବଳ ଗିରି ର ଯୋଗୀ ସାହି ବିଶ୍ଵରଞ୍ଜନ ପୃତ୍ତି, ବନ ମାଳି ଶୟ ଯୋଗୀ ସାହି 2ବଳ ଗିରି ସାହି ହୁଡ଼ିc ସାହି ରବୀନ୍ଦ୍ର ପାତ୍ର ଦାନଗଦି ର ଗୌରାଙ୍ଗ ହସନ୍ଦl ଗୋପାଳ ପୁର ମଙ୍ଗା ସୋରେନ, ଏମାନଙ୍କ ବୟସ 20ରୁ 40ମଧ୍ୟ୍ୟ ରେ ଯାଜପୁର ରୋଡ ପାଇଁ,ଥାନା କେଶ ନ 301/23ଦଫା 399,402ଆ ର ଏମ ଆକ୍ଟ 25ଧଫା ରେ ଗିରଫ କରି ଯାଜପୁର ରୋଡ କୋର୍ଟ କୁ ପୋଲିସ ପଠାଇଛି ଏହି ଚଢ଼ାଉ ରେ ଏସ ଆ ଇ ନିର୍ମଳ ସାହୁ ଦାନ ଗଦି ଫାଣ୍ଡି ଅଧିକାରୀ ଅଜୟ ସାହୁ. l ଆସାମୀ ମାନଂକୁ ମାଜିଷ୍ଟ୍ରେଟ ଜାମିନ ନା ମଂଜୁର କରି ରଗଡି ସ୍ଥିତ ଯାଜପୁର ରୋଡ ସବ ଜେଲ କୁ ପଠାଇ ଦେଇଛନ୍ତି l