26.1 C
Bhubaneswar
Friday, March 29, 2024
Homeଓଡିଶାବିଧାୟକ ସୁସ୍ଥ ହେଲା ପରେ ବୁକ୍ଷ ରୋପଣ

ବିଧାୟକ ସୁସ୍ଥ ହେଲା ପରେ ବୁକ୍ଷ ରୋପଣ

ଯାଜପୁର : ଯାଜପୁର ଜିଲ୍ଲାର ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଦାନଗଦି ବ୍ଲକ ମଙ୍ଗଳପୁର ପଞ୍ଚାୟତର ମହାପାଟ ନିକଟରେ ବୃକ୍ଷରୋପଣ କରିଛନ୍ତି ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ । କଳିଙ୍ଗ ନଗର ଏଡିଏମ,ଜିନ୍ଦଲ ମୁଖ୍ୟ,ଜିଲ୍ଲା ପରିଷଦ ସଭ୍ୟ ଓ ବିଜେଡି କର୍ମକର୍ତ୍ତାଙ୍କ ଉପସ୍ଥିତିରେ ବୃକ୍ଷରୋପଣ ହୋଇଛି। ଏହାସହ ବଗେଇ ଶିବ ମନ୍ଦିରର ପାଚେରୀ,ଉଦ୍ୟାନ ପ୍ରତିଷ୍ଠା ତଥା ପାରିପାର୍ଶ୍ବିକ ବିକାଶର ଦାୟିତ୍ବ ନେଇଛନ୍ତି ଜିନ୍ଦଲ କତ୍ତୃପକ୍ଷ।ପରିବେଶ କାର୍ଯ୍ୟକ୍ରମ ଉପରେ ସୁକିନ୍ଦା ବିଧାୟକ ଶ୍ରୀ ଘଡାଇ ବିଶେଷ ଭାଵ ରେ ଗୁରୁତ୍ୱ ଦେଉଛନ୍ତି ଏହି ନିର୍ବାଚନ ମଣ୍ଡଳୀ ର ସୁକିନ୍ଦା, ଦାନଗଦି ସମେତ ଶିଳ୍ପପାଞ୍ଚଲ ଓ ସୁକିନ୍ଦା ଖଣି ଉପତ୍ୟକାରେ ସବୁଜ ବନାନୀ ସୃଷ୍ଟି କରି ପରିବେଶକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଗ୍ରାମ୍ୟ ଜଙ୍ଗଲ ସୃଷ୍ଟି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking