43.9 C
Bhubaneswar
Friday, April 19, 2024
Homeଓଡିଶାଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

ଯାଜପୁର : ଯାଜପୁର ଜିଲ୍ଲା ଯାଜପୁରରୋଡ ଥାନ ଅନ୍ତର୍ଗତ ରା଼ଛିପୁର ଗ୍ରାମର ଯୁଝୁ ପଦା ସ୍କୁଲ ନିକଟରେ ଥିବା ଗ୍ରାମ ଜଙ୍ଗଲର ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ଯାଜପୁର ରୋଡ୍ ପୋଲିସ୍ । ମୃତ ଯୁବକ ହେଉଛନ୍ତି ରାଛିପୁର ଗ୍ରାମର ଚୈତନ ଚରଣ ଜେନାଙ୍କ ପୁଅ ହେମନ୍ତ କୁମାର ଜେନା । ପାରିବାରିକ କଳହକୁ କେନ୍ଦ୍ରକରି ହେମନ୍ତ ଗାଁ ପାଖ ଜଙ୍ଗଲରେ ଏକ ଗଛରେ ରସିଲଗାଇ ଆତ୍ମହତ୍ୟା କରିଥିବା ପୋଲିସର ପୋଲିସ ସନ୍ଦେହ କରୁଛି । ଯାଜପୁର ରୋଡ୍ ପୋଲିସ୍ ମୃତଦେହ ଉଦ୍ଧାର କରିଛି ଓ ଏହି ଘଟଣାରେ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଦାନଗଦୀ ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବା ଜଣାପଡିଛି ଓ ଘଟଣାର ତଦନ୍ତ ଜାରିରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking