37.1 C
Bhubaneswar
Saturday, May 18, 2024
Homeଓଡିଶାବରିଷ୍ଠ ସ୍ତମ୍ଭକାର ଶ୍ରୀ କୃଷ୍ଣ ସାମଲଙ୍କ ବିୟୋଗରେ ଶୋକ

ବରିଷ୍ଠ ସ୍ତମ୍ଭକାର ଶ୍ରୀ କୃଷ୍ଣ ସାମଲଙ୍କ ବିୟୋଗରେ ଶୋକ

ଯାଜପୁର : ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅନ୍ତର୍ଗତ ହଳଦିଗଡ଼ିଆ ସ୍ଥିତ ସତ୍ୟନାରାୟଣ ପାଠାଗାର ଓ ସ୍କୃତିଲିପି ସାହିତ୍ୟ ପତ୍ରିକା ମିଳିତ ଆନୁକୁଲ୍ୟରେ ଏକ ଭରଚୁୟାଲ ମାଧ୍ୟମରେ ବରିଷ୍ଠ ସ୍ତମ୍ଭକାର ଆଦର୍ଶ ଶିକ୍ଷା ବିତ ଗାଳ୍ପିବ । ପ୍ରାବଂଧିକ ଶ୍ରୀ କୃଷ୍ଣ ସାମଲଙ୍କର ୭୦ ବୟସରେ ହୃଦଘାତ ରେ ପରଲୋକ ଗମନ କୁ ନେଇ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ଶୋକ ସଭାରେ କୋରେଇ ମଣ୍ଡଳ ସାହିତ୍ୟ ସଂସଦର ସଂପାଦକ ଡ. ସୁର୍ଯ୍ୟ ମଣୀ ଖୁଣ୍ଟିଆ.ବରିଷ୍ଠ ଶିଶୁ ସାହିତ୍ୟକ ନନ୍ଦ କିଶୋର ସିଂହ.ସତ୍ୟନାରାୟଣ ପାଠାଗାରର ସଭାପତି ଡ. ହୁସେନ ରବିଗାନ୍ଧୀ. ସ୍ମୃତିଲିପିର କାର୍ଯ୍ୟ ନିର୍ବାହୀ ସଂପାଦକ ଦୟାନିଧି ନାୟକ । ସାମ୍ବାଦିକ ମଳୟକୁମାର ମଲ୍ଲିକ ସରୋଜିନୀ ସ୍ମୃତିସଂସଦର ସଭାପତି ଡ. ଚିତ୍ତରଂଜନ ମହାନ୍ତି ।

ମାଆ କାମୁଡ଼େଇ ସାହିତ୍ୟ ସଂସ୍କୃତି ପରିଷଦର ସଭାପତି ଶରତ କୁମାର ଦାସ.ସାମ୍ବାଦିକ ପବିତ୍ର ମୋହନ ରାଉତରାୟ ବୈତରଣୀ ସାହିତ୍ଯ ସଂସଦ ସଂପାଦକ ବିଜ୍ଞାନ କୁମାର ଦାଶ ଅଧ୍ୟାପିକା ରୀନା ମହାପାତ୍ର ନବଘନ ସ୍ଵାଇଁ ବୃନ୍ଦାବନ ସାହୁ, କାର୍ତ୍ତିକ ଚନ୍ଦ୍ର ସ୍ଵାଇଁ, ହରେକୃଷ୍ଣ ଦାସ ମୃତ୍ୟୁଞ୍ଜୟ ପ୍ରସାଦ ଦେବନାଥ, ବଉଳଫୁଲ ପତ୍ରିକାର ସଂପାଦିକା ବ୍ରଜେଶ୍ଵରୀ ସିଂହ,ଚାରଣ ପଣ୍ଡିତ ଯୁଗୋଳ କିଶୋର ମିଶ୍ର, ମଧୁସୁଦନ ମହାପାତ୍ର ମଧୁଓଡିଆ ସେନା ସଭାପତି ପଦ୍ମାକର ଗୁରୁ ଡ. ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ .6ଗାବିନ୍ଦ ଚନ୍ଦ୍ର ଖଣ୍ଡେଇ ରୁପାଲୀ ସଂପାଦକ ପ୍ରହଲ୍ଲାଦ ପଣ୍ଡା ଗାଳ୍ପିକ ପ୍ରକାଶକୁମାର ସାହୁ,  ପ୍ରାବନ୍ଧିକ କୁଳମଣୀ ସାହୁ ପ୍ରମୁଖ ଯୋଗ ଦେଇ ସ୍ମୃତିଚାରଣ କରିଥିଲେ । ଶେଷରେ ଅନୁଷ୍ଠାନ ପକ୍ଷରୁ ସଂପାଦକ ଭୁବନ ମୋହନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking