28.1 C
Bhubaneswar
Saturday, April 27, 2024
Homeଓଡିଶାକୋରେଇ ଅଞ୍ଚଳର ପ୍ରବୀଣ ଜନନେତା ଓ ସମାଜ ସେବୀଙ୍କ କରୋନାରେ ପରଲୋକ

କୋରେଇ ଅଞ୍ଚଳର ପ୍ରବୀଣ ଜନନେତା ଓ ସମାଜ ସେବୀଙ୍କ କରୋନାରେ ପରଲୋକ

ଯାଜପୁର : ଯାଜପୁର ଜିଲ୍ଲା କୋରାଇ ବ୍ଲକ୍ ର ଜଣାଶୁଣା ରାଜନେତା ଓ ସମାଜ ସେବୀ କୋରାଇ ଷ୍ଟେସନ୍ ବଜାର ଅନ୍ୟ ତମ ବିନ୍ଧାଣି ନନ୍ଦ ନନ୍ଦନ ରାଉତଙ୍କ କରୋନ। ରୋଗରେ ଆକ୍ରାନ୍ତ ହୋଇ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ୭୨ ବର୍ଷ ହୋଇ ଥିଲା। ତାଙ୍କର ମୃତୁ ଖବର ପ୍ରଚାରିତ ହେଲା ପରେ ସମଗ୍ର କୋରେଇ ଅଞ୍ଚଳ ସ୍ତବଦ ହୋଇ ଯାଇଥିଲା ଓ ଶୋକର ଛାୟା ଖେଳିଯାଇଛି।
ସେ କଂଗ୍ରେସ ଦଳର ବହୁପଦ ପଦୀର ଅଧିକାରୀ ଥିଲେ । ପରେ ବିଜେଡିରେ ଯୋଗ ଦେଇଥିଲେ । ସେ ଜଣେ ସ୍ପଟ୍ ବାଦି ପରୋ ଉପକାରୀ ଥିଲେ। ବିଭିନ୍ନ ଧର୍ମ ଅନୁଷ୍ଠାନ ଓ ସାମାଜିକ ଅନଷ୍ଠାନ ସହ ସଂଶ୍ଳିଷ୍ଟ ଥିଲେ। ତାଙ୍କ ନିକଟରେ ପର ଆପଣା ଭେଦ ଭାବ ନଥିଲା।। କୋଭିଡ୍ ଯୁଦ୍ଧରେ ହାରିଯାଇଛନ୍ତି । ଷ୍ଟେସନ୍ ବାଜର ମୂରବୀ ଥିଲେ ଷ୍ଟେସନ୍ ବଜାର ଝୁରୁଛି। ତାଙ୍କର ମୃତୁ ଖବର ପାଇ ପୂର୍ବ ତନ ଅର୍ଥ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ, ସୁକିନ୍ଦା ବିଧାୟକ ଇଂ ପ୍ରୀତି ରଞ୍ଜନ ଘଡେଇ, ପୂର୍ବ ତନ ବିଧାୟକ ତଥା ଅlନ୍ତ୍ରଜାତୀୟ ଶ୍ରମିକ ନେତା ରାମଚନ୍ଦ୍ର ଖୁଣ୍ଟିଆ, ସମାଜ ସେବୀ ପ୍ରଫୁଲ୍ଲ କୁମାର ବୋଇତ। ଇ ଶ୍ରମିକ ନେତା ବିଦ୍ୟା ଧର ମହାନ୍ତି ବହୁ ରାଜ ନେତା ସରପଞ୍ଚ ଓ ସମାଜ ସେବୀ ଦୁଃଖ ପ୍ରକାଶ କରିବା ସଙ୍ଗେ ତାଙ୍କ ରଆତ୍ମ। ର ସଦଗତି ପାଇଁଭଗବାନ ନିକଟ ପ୍ରାର୍ଥନା କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking