27.1 C
Bhubaneswar
Monday, August 18, 2025
Homeଓଡିଶା12ବର୍ଷ ଧରି ରାସ୍ତା ନିର୍ମାଣ ଚାଲିଛି କେବେ ସମ୍ପୂର୍ଣ ହେବ ଯାଜପୁର

12ବର୍ଷ ଧରି ରାସ୍ତା ନିର୍ମାଣ ଚାଲିଛି କେବେ ସମ୍ପୂର୍ଣ ହେବ ଯାଜପୁର

ଯାଜପୁର (ଓଏନଏ) ଦିନେ ନୁହେଁ ଅଧେ ନୁହେଁ 12ବର୍ଷ ଧରି ମିଲିଟାରୀ (ବିଜୁପଟନାକ )ଛକ ଠାରୁ ଯାଜପୁର ରୋଡ 5କିଲୋମିଟର ରାସ୍ତା ବ୍ୟାପି ରାସ୍ତା ନିର୍ମାଣ ଚାଲିଛି l ଏହି ରାସ୍ତା କେବେ ସମ୍ପୂର୍ଣ ହେବ କାହାରି ପାଖରେ ଉତ୍ତର ନାହିଁ 2009ମସିହା ରେ ତତ୍କାଳୀନ ଅର୍ଥ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ ଏହି ରାସ୍ତା କୁ ସିଲ୍ଲl ନl ସ୍ୟ କରି ଥିଲେ କିନ୍ତୁ 2ବିଧାୟକ ଯାଇ 3ବିଧାୟକ ସମୟ ରେ ମଧ୍ୟ 5କିଲୋମିଟର ରାସ୍ତା ସମ୍ପୂର୍ଣ ହେଲା ନାହଁ l ଏହା ଯାଜପୁର ରୋଡ ବାସୀ ଙ୍କ ପାଇଁ ବିଡମ୍ବନା l ଯାଜପୁର ରୋଡ ସହର ର ଯାନବାହାନ ଜାତ ୟତ କମାଇବା ଓ ଟ୍ରାଫିକ ଵେବସ୍ତା କୁ ନିୟ ତ୍ରଣ କରିବା ପାଇଁ ମୁଖ୍ୟ ଉଦେଶ୍ୟ ଥିଲା l ଏହି ରାସ୍ତା ସମ୍ପୂର୍ଣ କରିବା ପାଇଁ ବହୁ ବାର ଅନ୍ଧୋଲନ ରାସ୍ତା ରୋକ ହୋଇଛି ପ୍ରୂତ୍ତ ବିଭାଗ ନିଜର ଦୃର୍ବଳତା ଲୁଚାଇବାକୁ ଯାଇ କେବଳ ମିଥ୍ୟା ପ୍ରତିଶୃତି ଦେଇ ଅନ୍ଧୋଲନ ପ୍ରଶମିତ କରି ଥିଲା ରାସ୍ତା ଅସମ୍ପୃନ କୁ ନେଇ ରାସ୍ତା ସମ୍ପୂର୍ଣ କରିବା ପାଇଁ ଏବେ ଆଗେଇ ଆସିଛନ୍ତି l
ଯାଜପୁର ରୋଡ ସହର (ବ୍ୟାସନଗର ପୌରାଞ୍ଚଳର )ଟ୍ରାଫିକ୍ ବ୍ୟବସ୍ଥାକୁ ନିୟନ୍ତ୍ରିତ କରିବାକୁ ବାଇପାସ୍ ରୋଡ ନିର୍ମାଣ କାର୍ଯ୍ୟ ଚାଲିଛି। ଫଳରେ କଳିଙ୍ଗ ନଗର ପଟୁ ଆସୁଥିବା ଯାନବାହାନ ମିଲିଟାରି ଛକ ଠାରୁ ବାଇପାସ ରୋଡ ଦେଇ ଯାଜପୁର ରୋଡର ଫାୟାର ଷ୍ଟେସନ୍ ନିକଟକୁ ଯିବ। ସେହି ବାଇପାସ୍ ରୋଡର ନିର୍ମାଣ କାର୍ଯ୍ୟର ଅଗ୍ରଗତିକୁ ତଦାରଖ କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ଡ଼ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking