28.1 C
Bhubaneswar
Thursday, May 2, 2024
Homeଦେଶ ବିଦେଶ୧୪ରେ ଜ୍ୟାକ୍‌ଲିନ୍ ଫର୍ଣ୍ଣାଣ୍ଡିଜ୍‌ଙ୍କୁ ଜେରା

୧୪ରେ ଜ୍ୟାକ୍‌ଲିନ୍ ଫର୍ଣ୍ଣାଣ୍ଡିଜ୍‌ଙ୍କୁ ଜେରା

ନୂଆଦିଲ୍ଲୀ: ମନ ଲଣ୍ଡରିଂ ମାମଲାରେ ବଲିଉଡ୍ ଅଭିନେତ୍ରୀ ଜ୍ୟାକ୍‌ଲିନ୍ ଫର୍ଣ୍ଣାଣ୍ଡିଜ୍‌ଙ୍କୁ ଆସନ୍ତା ୧୪ ତାରିଖରେ ଜେରା କରାଯିବ । ଏ ନେଇ ଦିଲ୍ଲୀ ପୁଲିସର ଇଓଡବ୍ଲୁ ନୂଆ ସମନ ଜାରି କରିଛି । ପୂର୍ବରୁ ସୋମବାର ୧୧ଟା ବେଳେ ମନ୍ଦିରମାର୍ଗ ଥାନାରେ ଏହି ଜେରା ହେବାର ଥିଲା । ମାତ୍ର ପୂର୍ବନିର୍ଦ୍ଧାରିତ କାର୍ଯ୍ୟକ୍ରମ କାରଣରୁ ଜ୍ୟାକ୍‌ଲିନ୍ ସୋମବାରର ଜେରାରେ ସାମିଲ ହୋଇପାରି ନାହାନ୍ତି ।

ଦିଲ୍ଲୀ ପୁଲିସର ଜଣେ ବରିଷ୍ଠ ଅଧିକାରୀ ନ୍ୟୁଜ୍ ଏଜେନ୍ସି ଏଏନ୍‌ଆଇକୁ କହିଛନ୍ତି, ଜ୍ୟାକ୍‌ଲିନ୍ ଇ-ମେଲ୍ ଜରିଆରେ ଆମ ସହିତ ଯୋଗାଯୋଗ କରି କେତେକ ପୂର୍ବନିର୍ଦ୍ଧାରିତ କାର୍ଯ୍ୟକ୍ରମ ଯୋଗୁଁ ୧୨ ତାରିଖର ଜେରାରେ ସାମିଲ ହୋଇପାରିବେ ନାହିଁ । ସେଥିପାଇଁ ଆମେ ତାଙ୍କୁ ୧୪ ତାରିଖରେ ଜେରାର ସମ୍ମୁଖୀନ ହେବା ପାଇଁ ନୂଆ ସମନ ଜାରି କରିଛୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking