Homeଅପରାଧଯାଯାବର ଗଣହତ୍ୟା: ୭ ଗିରଫ ଅପରାଧଓଡିଶା ଯାଯାବର ଗଣହତ୍ୟା: ୭ ଗିରଫ By Ona Khabara 22/11/2024 Share FacebookTwitterPinterestWhatsAppLinkedinReddItTelegram ସୁନ୍ଦରଗଡ଼: ଯାଯାବର ଗଣହତ୍ୟା ମାମଲାରେ ୭ ଗିରଫ । କର୍ଣ୍ଣାଟକରୁ ୭ ଜଣଙ୍କୁ ଗିରଫ କରି ଓଡିଶା ଆଣିଲା ପୋଲିସ । ଅକ୍ଟୋବର ୨୯ ବିଭସ ହତ୍ୟାକାଣ୍ଡ ହୋଇଥିଲା । ସଦର ଥାନା କରମଡିହ ନିକଟ ଗୀତାପଡ଼ାରେ ହତ୍ୟାକାଣ୍ଡ ହୋଇଥିଲା । ସୋଇଥିଲା ବେଳେ ୫ ଜଣଙ୍କୁ ନିର୍ମମ ହତ୍ୟା କରାଯାଇଥିଲା । Share FacebookTwitterPinterestWhatsAppLinkedinReddItTelegram Previous articleଝଗଡାରୁ ବିଷ ପିଇଲେ ୨ ଭଉଣୀNext articleପିଟି ହେଲା ନୌସେନା ଜାହାଜ ସହ ମାଛଧରା ବୋଟ Ona Khabara 5,005FansLike2,475FollowersFollow12,700SubscribersSubscribe HOT NEWS ଦେଶ ବିଦେଶ ରେପୋ ରେଟ ଅପରିବର୍ତ୍ତିତ ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ ଓଡିଶା ଅଧା ବାହାଘରରୁ ପ୍ରେମିକାଙ୍କୁ ଛାଡ଼ି ଚାଲି ଆସିଲା ବର ଦେଶ ବିଦେଶ ମୁଜାଫରପୁର ହସ୍ପିଟାଲରେ ଅଗ୍ନିକାଣ୍ଡ: ୪ ରୋଗୀଙ୍କ ମୃତ୍ୟୁ ଓଡିଶା ଗୌରାଙ୍ଗଙ୍କୁ ହତ୍ୟା: ମୁଖ୍ୟ ଅଭିଯୁକ୍ତ ମନୋଜ ସାହୁ ଗିରଫ