28.1 C
Bhubaneswar
Saturday, April 27, 2024
Homeଅପରାଧମହିଳା ଡାକ୍ତରଙ୍କ ସହ ରୋଗୀ କଲେ କିଛି ଏପରି କାମ ଜାଣିଲେ ଉଡିଯିବ ହୋଶ

ମହିଳା ଡାକ୍ତରଙ୍କ ସହ ରୋଗୀ କଲେ କିଛି ଏପରି କାମ ଜାଣିଲେ ଉଡିଯିବ ହୋଶ

ନୂଆଦିଲ୍ଲୀ : ଡାକ୍ତରଙ୍କୁ ଆମ ସମାଜରେ ଭଗବାନର ମାନ୍ୟତା ଦିଆଯାଇଛି ।ଖାସ କରି ପ୍ରଳୟଙ୍କାରୀ କରେନା ସମୟରେ ସେମାନଙ୍କ ନିଷ୍ଠାପର ସେବାକୁ ସାରା ଦେଶ ସଲାମ କରୁଛି । କିନ୍ତୁ ଦିଲ୍ଲୀ ଲୋକମାନ୍ୟ ତିଲକ ଡାକ୍ତରଖାନାରୁ ଏମିତି ଏକ ଖବର ଆସିଛି ଯାହା ସମସ୍ତଙ୍କୁ ଚମକାଇ ଦେଇଛି ।

ଏହି ଡାକ୍ତରଖାନରେ କରେନା ରୋଗୀଙ୍କ ସେବାରେ ନିୟୋଜିତ ଥିବା ଜଣେ ମହିଳା ଡାକ୍ତରଙ୍କୁ ଜନୈକ ରୋଗୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ମହିଳା ଡାକ୍ତର ଜଣକ ସର୍ଜରୀ ୱାର୍ଡରେ ଡ୍ୟୁଟି କରୁଥିବା ବେଳେ ରୋଗୀ ଜଣକ ତାଙ୍କୁ ଆକ୍ରମଣ କରିଥିଲା ।ଚିକ୍ରାର ଶୁଣି ଅନ୍ୟ ଜଣେ ପୁରଷ ଡାକ୍ତର ତାଙ୍କୁ ଉଦ୍ଧାର କରିବାକୁ ଆସିବାରୁ ରୋଗୀ ଜଣକ ତାଙ୍କୁ ବି ଛାଡି ନଥିଲା ।ଡାକ୍ତର ଜଣକ ନିଜକୁ ରୁମ୍ ଭିତରେ ବନ୍ଦ କରି ସୁରକ୍ଷା କର୍ମୀଙ୍କୁ ଡାକିଥିଲେ ।ଏନେଇ ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking