29.1 C
Bhubaneswar
Friday, July 19, 2024
Homeଦେଶ ବିଦେଶମିସ୍ ୟୁନିଭର୍ସ ବିରୋଧରେ ଅନୁସନ୍ଧାନ କରିବ ଆଇଏସଆଇ: ପାକିସ୍ତାନ ପ୍ରଧାନମନ୍ତ୍ରୀ

ମିସ୍ ୟୁନିଭର୍ସ ବିରୋଧରେ ଅନୁସନ୍ଧାନ କରିବ ଆଇଏସଆଇ: ପାକିସ୍ତାନ ପ୍ରଧାନମନ୍ତ୍ରୀ

ପାକିସ୍ତାନ: ପାକିସ୍ତାନରେ ମିସ୍ ୟୁନିଭର୍ସକୁ ନେଇ ଚାଲିଥିବା ବିବାଦ ବନ୍ଦ ହେବାର ନାଁ ନେଉନାହିଁ । କରାଚି ବାସିନ୍ଦା ଏରିକା ରବିନ୍ ‘ମିସ୍ ୟୁନିଭର୍ସ ପାକିସ୍ଥାନ ୨୦୨୩’ ଟାଇଟଲ୍ ଜିତିଥିଲେ । ଏହି ଟାଇଟଲ୍ ହାସଲ କରିବାରେ ସେ ପାକିସ୍ତାନର ପ୍ରଥମ ମହିଳା କିନ୍ତୁ  ତାଙ୍କ ଦେଶର ଲୋକମାନେ ତାଙ୍କ ବିରୋଧରେ ରଣହୁଙ୍କାର ଦେଲେଣି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking