27.1 C
Bhubaneswar
Friday, March 29, 2024
Homeଖେଳଆଇପିଏଲ୍‌-୧୩: କୋଲକାତା ବିପକ୍ଷରେ ୮ ଓ୍ଵିକେଟରେ ବିଜୟୀ ହେଲା ମୁମ୍ବାଇ

ଆଇପିଏଲ୍‌-୧୩: କୋଲକାତା ବିପକ୍ଷରେ ୮ ଓ୍ଵିକେଟରେ ବିଜୟୀ ହେଲା ମୁମ୍ବାଇ

ଦୁବାଇ: କୋଲକାତା ନାଇଟ ରାଇଡର୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିବା ହାଇ ଭୋଲଟେଜ୍ ମୁକାବିଲାରେ ମୁମ୍ବାଇ ୮ ଓ୍ୱିରେଟରେ ବିଜୟ ଲାଭ କରିଛି । କେକେଆର ତରଫରୁ ଧାର୍ଯ୍ୟ ୧୪୯ରନର ବିଜୟ ଲକ୍ଷ୍ୟକୁ ମୁମ୍ବାଇ ସହଜରେ ହାସଲ କରିନେଇଥିଲା ।
ମୁମ୍ବାଇ ୧୬.୫ ଓଭରରେ ମାତ୍ର ୨ଟି ଓ୍ଵିକେଟ ହରାଇ ୧୪୯ ରନ୍‌ କରିଛି। ମୁମ୍ବାଇର ଏହି ବିଜୟରେ ନାୟକ ସାଜିଛନ୍ତି ବ୍ୟାଟସମ୍ୟାନ୍ କ୍ୱିଣ୍ଟନ୍‌ ଡି କକ୍‌। ଡି କକ୍‌ ୪୪ଟି ବଲ୍‌ ଖେଳି ଅପରାଜିତ ୭୮ ରନ୍‌ ସଂଗ୍ରହ କରିଛନ୍ତି। ଏଥିରେ ସେ ୯ଟି ଚୌକା ଓ ୩ଟି ଛକା ମାରିଛନ୍ତି।ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା କୋଲକାତା ନାଇଟ୍ ରାଇଡର୍ସର ଆରମ୍ଭ ନିରାଶଜନକ ଥିଲା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking