27.1 C
Bhubaneswar
Sunday, July 27, 2025
Homeଓଡିଶାଅନ୍ତଃରାଜ୍ୟ ବାଇକ ରାକେଟ୍ ଠାବ

ଅନ୍ତଃରାଜ୍ୟ ବାଇକ ରାକେଟ୍ ଠାବ

ଭୁବନେଶ୍ୱର : କଟକରେ ଅନ୍ତଃରାଜ୍ୟ ବାଇକ ଚୋରି ରାକେଟ୍ ଠାବ ହୋଇଛି । ଏନେଇ ଆଜି ଆୟୋଜିତ ଏକ ସାମ୍ବାଦିନ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂହ । ସେ କହିଛନ୍ତି ଯେ, ‘କଟକରେ ଅନ୍ତଃରାଜ୍ୟ ବାଇକ ରାକେଟ୍ ଠାବ ହୋଇଛି । ରାକେଟ ଠାରୁ ୩୫ଟି ବାଇକ୍ ଉଦ୍ଧାର ହୋଇଛି । ଚୋରି ରାକେଟରେ ସମ୍ପୃକ୍ତ ଥିବା ୩ ଜଣଙ୍କୁ ଗିରଫ କରାଯାଇଛି । ଚୋରି ପରେ କେନ୍ଦୁଝରର ଏକ ସ୍ଥାନରେ ସେମାନେ ବାଇକ୍ ରଖୁଥିଲେ । କଟକ, ଭୁବନେଶ୍ୱର, ଢେଙ୍କାନାଳ, କେନ୍ଦ୍ରାପଡାରୁ ଚୋରମାନେ ଚୋରି କରୁଥିଲେ । ଚୋରି ଗାଡି ଗୋଟିଏ ସ୍ଥାନରେ ରଖି ବିକ୍ରି ଉଦ୍ୟମ କରୁଥିଲେ ।’

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking