28.1 C
Bhubaneswar
Tuesday, May 14, 2024
Homeଓଡିଶାସୋମବାର ଠାରୁ ଆନ୍ତଃରାଜ୍ୟ ବସ ଚଳାଚଳ ବନ୍ଦ

ସୋମବାର ଠାରୁ ଆନ୍ତଃରାଜ୍ୟ ବସ ଚଳାଚଳ ବନ୍ଦ

ଭୁବନେଶ୍ୱର : କରୋନା ଭାଇରସ ମୁକାବିଲା ପାଇଁ ସରକାରଙ୍କ ଠାରୁ ଆରମ୍ଭ କରି ଜନତାଙ୍କ ପର୍ଯ୍ୟନ୍ତ ସମସ୍ତେ ଲାଗିଛନ୍ତି | ଲୋକେ ଓ ସଂଗଠନ ମଧ୍ୟ ପ୍ରସାଶନକୁ ସହାୟତାର ହାତ ବଢ଼ାଇଛନ୍ତି | ଏ ଦିଗରେ ଘରୋଇ ବସ ମାଲିକ ସଂଘ ଆଗେଇ ଆସିଛି | କରୋନାର ବାଟ ବନ୍ଦ ପାଇଁ ଆସନ୍ତା କଲି ଅର୍ଥାତ ସୋମବାର ଠାରୁ ଆନ୍ତଃରାଜ୍ୟ ବସ ଚଳାଚଳକୁ ବନ୍ଦ ରଖାଯିବାକୁ ଘୋଷଣା କରାଯାଇଛି | ଓଡିଶାରୁ କୌଣସି ବସ ରାଜ୍ୟ ବାହାରକୁ ଜୀବନାହିଁ କି ରାଜ୍ୟ ବାହାରୁ କୌଣସି ବସ ଓଡିଶା ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ | ଆସନ୍ତା କଲି ଠାରୁ ଅନ୍ୟ ଆଦେଶ ପର୍ଯ୍ୟନ୍ତ ଏହି ନିୟମ ଲାଗୁ ରହିବ |
https://onakhabar.com/2020/03/22/odisha-curfew/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking