43.9 C
Bhubaneswar
Friday, April 19, 2024
Homeଓଡିଶାକୋରନା ଭୂତାଣୁ ପ୍ରତିରୋଧ ସମ୍ବନ୍ଧୀୟ ସ୍ୱତନ୍ତ୍ର ଜିଲ୍ଲାପରିଷଦ ବୈଠକ

କୋରନା ଭୂତାଣୁ ପ୍ରତିରୋଧ ସମ୍ବନ୍ଧୀୟ ସ୍ୱତନ୍ତ୍ର ଜିଲ୍ଲାପରିଷଦ ବୈଠକ

କାଳାହାଣ୍ଡି : କରୋନା ସଚେତନତା ଜିଲାପରିଷଦ ଜିଲାପାଳ ସହ ସବୁ ଜିଲ୍ଲା ପରିଷଦ ସଭ୍ୟ ମଧ୍ୟ ବସିଲେ ଦୁଇ ମିଟର ଦୂରରେ ସବୁ-ରାଜ୍ୟ ସରକାର ଙ୍କ କରୋନା ସଚେତନତା ରେ କଳାହାଣ୍ଡି ପ୍ରସାସନ ମଧ୍ୟ ତତ୍ପରତା ଦେଖିଛି ଆଜି କାଳାହାଣ୍ଡି ଜିଲାପାଳ ସମସ୍ତ ଜିଲାପରିଷଦ ମାନକୁ ଡାକି କରୋନା ର କେମିତି ପଂଚାୟତ ସ୍ଥରରେ ସଚେତନତା କରାଯାଇପାରିପ ତାହା ଉପରେ ଆଲୋଚନା କରିଥିଲେ ଏହି ବୈଠକରେ ସମସ୍ତେ ଜିଲାପରିଷଦ ସଭ୍ୟ ଅନ୍ୟ ସଭ୍ୟ ଠୁ ଦୁଇ ମିଟର ଦୂରରେ ବସି ଏକ ପ୍ରକାର ଉଧାରଣ କରିଥିଲେ। ଏବଂ ଜନଗହଳି ନକରିବା ଓ ଅତି ଆବଶ୍ୟକ ନପଡିଲେ ଘରୁ ନବହାରିବା କୁ ପରାମର୍ଶ ଦେଇଥିଲେ ଏହାକୁ ଜିଲାପରିଷଦ ଉପାଧକ୍ଷ ଭବସିନ୍ଧୁ ମଙ୍ଗରାଜ ସମର୍ଥନ କରିବା ସହିତ ପ୍ରଧାନମନ୍ତ୍ରୀ ଙ୍କ ଜନତା କାର୍ଫୁ ରେ ସାମିଲ ହେବା କୁ ଅନୁରୋଧ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking