24.1 C
Bhubaneswar
Monday, May 13, 2024
Homeବ୍ରେକୀଙ୍ଗଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ: ୮୧ ରନରେ ଅଲଆଉଟ ଇଂଲଣ୍ଡ

ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ: ୮୧ ରନରେ ଅଲଆଉଟ ଇଂଲଣ୍ଡ

ନୂଆଦିଲ୍ଲୀ: ଅହମ୍ମଦାବାଦରେ ତୃତୀୟ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନରେ ଇଂଲଣ୍ଡ ଦ୍ୱିତୀୟ ପାଳିରେ କେବଳ ୮୧ ରନରେ ଅଲଆଉଟ ହୋଇଯାଇଛି । ଭାରତୀୟ ଦଳର ସ୍ପିନରମାନେ କମାଲ ଖେଳ ପ୍ରଦର୍ଶନ କରି ଇଂଲଣ୍ଡର ପୁରା ୧୦ ଜଣ ଖେଳାଳୀଙ୍କୁ ପାଭିଲିଅନ ପଠାଇଥିଲେ । ପ୍ରଥମେ ଅକ୍ଷର ୫ ୱିକେଟ ନେଇଥିବା ବେଳେ ଅଶ୍ୱିନୀ ୪ ୱିକେଟ ନେଇଥିଲେ । ୱାଂସିଟନ ସୁନ୍ଦର ୧ ୱିକେଟ ନେବାରେ ସକ୍ଷମ ହୋଇଥିଲେ । ଏବା ଭାରତକୁ ଜିତିବା ପାଇଁ ୪୯ ରନ୍ ଦରକାର ।

ଇଂଲଣ୍ଡର ଇନିଂସର ପ୍ରଥମ ଓଭରରେ ଅକ୍ଷର ପଟେଲ ପ୍ରଥମ ବଲରେ କ୍ରାଉଲିଙ୍କୁ ବୋଲଡ଼ କରି ଇଂଲଣ୍ଡକୁ ପ୍ରଥମ ଝଟକା ଦେଇଥିଲେ। ପରବର୍ତ୍ତୀ ବଲରେ ଅକ୍ଷର ବେୟାରଷ୍ଟୋଙ୍କୁ ଚକମା ଦେଇଥିଲେ କିନ୍ତୁ ଏଲବି ଡବ୍ଲ୍ୟୁ ରେ ବଞ୍ଚିତ ହୋଇଥିଲେ ।  କିନ୍ତୁ ତୃତୀୟ ବଲ ରେ ବେୟାରଷ୍ଟୋ ଆଉଟ୍ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking