42.1 C
Bhubaneswar
Saturday, April 27, 2024
Homeଓଡିଶାଗରମ ଡାଲି ପଡି ବୋଝିଆ ଆହତ 

ଗରମ ଡାଲି ପଡି ବୋଝିଆ ଆହତ 

ପୁରୀ :ପୁରୀ ଶ୍ରୀମନ୍ଦିର ରେ ଅଘଟଣ । ଗରମ ଡାଲି ପଡି ବୋଝିଆ ଆହତ ହୋଇଛନ୍ତି । ଆହତ ବୋଝିଆ ହେଉଛନ୍ତି ବିଶ୍ୱନାଥ ବେହେରା । ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଛି । ମହାପ୍ରସାଦ ନେଇ ଯିବା ବେଳେ ଭୋଗମଣ୍ଡପ ଦ୍ୱାର ନିକଟରେ ଅଘଟଣ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking