42.1 C
Bhubaneswar
Saturday, April 27, 2024
Homeରାଜନୀତିକେନ୍ଦ୍ରାପଡ଼ାରେ ବୈଜୟନ୍ତ ବନାମ ଅଂଶୁମାନ

କେନ୍ଦ୍ରାପଡ଼ାରେ ବୈଜୟନ୍ତ ବନାମ ଅଂଶୁମାନ

ଭୁବନେଶ୍ୱର: ନିର୍ବାଚନୀ ମାହୋଲ ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ବିଜେଡି ନିଜର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ବିଜେଡି ପକ୍ଷରୁ ବିଧାନସଭା ଓ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଜେପି ଟିକେଟ୍‌ରେ ପୁଣି ବୈଜୟନ୍ତ ପଣ୍ଡା ଅବତୀର୍ଣ୍ଣ ହୋଇଥିବା ବେଳେ ତାଙ୍କୁ ବିଜେଡିର ପ୍ରାର୍ଥୀ ଅଂଶୁମାନ ମହାନ୍ତି ମୁକାବିଲା କରୁଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking