ଭୁବନେଶ୍ୱର: ବୋରୱେଲରୁ ଉଦ୍ଧାର ଶିଶୁକନ୍ୟାର ସ୍ୱାସ୍ଥ୍ୟବସ୍ଥାରେ ହୋଇଛି ସୁଧାର । ଶିଶୁକନ୍ୟାର ଆଭ୍ୟନ୍ତରୀଣ ରକ୍ତସ୍ରାବ ଅନେକାଂଶରେ କମିଛି । ଶିଶୁକନ୍ୟାର ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ଭୀମସାର ଅଧୀକ୍ଷକଙ୍କ ସୂଚନା ।