33.1 C
Bhubaneswar
Thursday, April 25, 2024
Homeଓଡିଶାକମିଶନରେଟ ପୋଲିସରେ ବଡ଼ ଧରଣର ଅଦଳବଦଳ

କମିଶନରେଟ ପୋଲିସରେ ବଡ଼ ଧରଣର ଅଦଳବଦଳ

କଟକ -ଭୁବନେଶ୍ୱର : କମିଶନରେଟ ପୋଲିସରେ ବଡ଼ ଧରଣର ଅଦଳବଦଳ । ଏସିପି, ଇନ୍ସପେକ୍ଟର, ଏସ୍‌ଆଇ ସ୍ତରରେ ଅଦଳବଦଳ । ଜଣେ ଏସିପି, ୭ ଇନ୍ସପେକ୍ଟର ଏବଂ ୩୦ ସବ୍‌ଇନ୍ସପେକ୍ଟରଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର । କଟକ ଡିଆଇବି ଏସିପି ଥିବା ସତ୍ୟରଞ୍ଜନ ମଲ୍ଲିକଙ୍କୁ ଆଇୟୁସିଏଡବ୍ଲକୁ ବଦଳି କରାଯାଇଥିବା ବେଳେ ଇନ୍ସପେକ୍ଟର କୃଷ୍ଣପ୍ରସାଦ ଦାସଙ୍କୁ କଟକ ଡିଆଇବିକୁ ବଦଳି କରାଯାଇଛି । ସେହିଭଳି ଇନ୍ସପେକ୍ଟର ରୀନା ଦାସଙ୍କୁ କଟକ ସଦର ଥାନା ଅତିରିକ୍ତ ଓଓଉ ଭାବେ ନିଯୁକ୍ତି ଦିଆଯାଇଛି । ସେପଟେ ବିଜୟ କୁମାର ବାରିକଙ୍କୁ ସହିଦ ନଗର ଥାନା ଅତିରିକ୍ତ ଓଓଉ ଭାବେ ଦାୟିତ୍ୱ ଦିଆଯାଇଥିବା ବେଳେ ସୁଚିତ୍ରା ପରିଡ଼ାଙ୍କୁ ନୟାପଲ୍ଲୀ ଥାନା ଅତିରିକ୍ତ ଆଇଆଇସି ଭାବେ ନିଯୁକ୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking