29.1 C
Bhubaneswar
Saturday, July 27, 2024
Homeଖେଳପୁଣି ପଦକ ଜିତିଲେ ଅବନୀ, ଭାରତର ପଦକ ସଂଖ୍ୟା ୧୨କୁ ବୃଦ୍ଧି

ପୁଣି ପଦକ ଜିତିଲେ ଅବନୀ, ଭାରତର ପଦକ ସଂଖ୍ୟା ୧୨କୁ ବୃଦ୍ଧି

ଟୋକିଓ : ଚଳିତ ଟୋକିଓ ପାରାଲିମ୍ପିକ୍ସରେ ଇତିହାସ ରଚିଛନ୍ତି ଶୁଟର୍ ଅବନୀ ଲଖେରା। ଅବନୀ ପାରାଲିମ୍ପିକ୍ସରେ ତାଙ୍କର ଦ୍ୱିତୀୟ ପଦକ ଜିତିଛନ୍ତି। ଅବନୀ ମହିଳାଙ୍କ ୫୦ ମିଟର୍ ରାଇଫଲ୍-୩ ପୋଜିସନ୍ ଏସଏଚ୍-୧ରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ଟୋକିଓ ପାରାଲିମ୍ପିକ୍ସରେ ଅବନୀ ଲେଖରାଙ୍କୁ ଆଉ ଏକ ପଦକ ହାସଲ କରିଛନ୍ତି । ସୁଟିଂରେ ଅବନୀ ଲେଖରା ଜିତିଲେ ବ୍ରୋଞ୍ଜ ପଦକ । ୫୦ ମିଟର ରାଇଫଲ ପ୍ରତିଯୋଗୀତାରେ ଜିତିଲେ ବ୍ରୋଞ୍ଜ । ର୍ପୂବରୁ ୧୦ ମିଟର ଏୟାର ରାଇଫଲରେ ସ୍ୱର୍ଣ୍ଣ ଜିତିଥିଲେ ଅବନୀ । ଏହାକୁ ମିଶାଇ ପାରାଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି ।

ଟୋକିଓ ପାରାଲିମ୍ପିକ୍ସ : ରୌପ୍ୟ ହାତେଇଲେ ପ୍ରବୀଣ କୁମାର

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking