27.1 C
Bhubaneswar
Monday, May 5, 2025
Homeଓଡିଶାଆଇଡି ବିସ୍ଫୋରଣ: ୩ ଯବାନ ଗୁରୁତର

ଆଇଡି ବିସ୍ଫୋରଣ: ୩ ଯବାନ ଗୁରୁତର

ଭୁବନେଶ୍ୱର: ଆଇଡି ବିସ୍ଫୋଣରେ ୩ ଯବାନ ଗୁରୁତର ହୋଇଥିବା ଖବର ସାମ୍ନାକୁ ଆସିଛି । ୩ ଯବାନ ଗୁରୁତର ନେଇ ବୌଦ୍ଧ ଏସପିଙ୍କ ସୂଚନା । ମନମୁଣ୍ଡା ଥାନା ବାତେପଙ୍ଗା ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ବିସ୍ଫୋରଣ ହୋଇଥିବା ସୂଚନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking