33.1 C
Bhubaneswar
Monday, May 20, 2024
Homeଓଡିଶାଶୀତରେ ଥରୁଛି ସାରା ରାଜ୍ୟ

ଶୀତରେ ଥରୁଛି ସାରା ରାଜ୍ୟ

ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ଶୀତ । ରାତିରେ ପ୍ରବଳ ଥଣ୍ଡାକୁ ସକାଳୁ ପ୍ରବଳ କୁହୁଡି । ରାସ୍ତାଘାଟ କିଛି ଦିଶୁନି । ଫଳରେ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ହେଉଛି । ରାଜ୍ୟରେ ଶୀତ ଜାରି ରହିବା ସହ ଅନେକ ସ୍ଥାନରେ  ଘନ କୁହୁଡି ଦୃଶ୍ୟମାନ ହେଉଛି । କୋରାପୁଟ, ଦାରିଙ୍ଗବାଡି , ଜି ଉଡୟଗିରି ଓ ଫୁଲବାଣୀ ୪ ସହରରେ ୧୦ ଡିଗ୍ରୀ  ତଳେ ତାପମାତ୍ରା ରେକର୍ଡ ହୋଇଛି । ଆଗାମୀ ୨୪ ଘଣ୍ଟାରେ  ରାଜ୍ୟର କେତେକ ଅଞ୍ଚଳରେ ଘନ କୁହୁଡି ଦୃଶ୍ୟମାନ ହେବାକୁ ଥିବାବେଳେ ଆଜି ୧୦ ଜିଲ୍ଲାକୁ ୟେଲୋ ଓ୍ବର୍ଣ୍ଣି ଜାରି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking