40.1 C
Bhubaneswar
Monday, June 17, 2024
Homeଓଡିଶାମୁଁ ସଂପୂର୍ଣ୍ଣ ସୁସ୍ଥ ଅଛି : ନବୀନ

ମୁଁ ସଂପୂର୍ଣ୍ଣ ସୁସ୍ଥ ଅଛି : ନବୀନ

ଭୁବନେଶ୍ୱର : ବିରୋଧୀଙ୍କ ଅପପ୍ରଚାରର ଜବାବ ରଖିଲେ ମୁଖ୍ୟମନ୍ତ୍ରୀ । ସେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି କହିଲେ ମୁଖ୍ୟମନ୍ତ୍ରୀ ନବୀନ । ଖବର ସରବରାହ ସଂସ୍ଥା ଏଏନଆଇକୁ ମୁଖ୍ୟମନ୍ତ୍ରୀ ନବୀନଙ୍କ ମନ୍ତବ୍ୟ । ମିଛ କହିବାର ଗୋଟେ ସୀମା ଥାଏ କହିଲେ ମୁଖ୍ୟମନ୍ତ୍ରୀ । ବିଜେପି ମିଛ କହିବାର ସବୁ ସୀମା ଟପି ଯାଇଛି । ମୋ ସ୍ୱାସ୍ଥ୍ୟକୁ ନେଇ ଅପପ୍ରଚାର କରୁଛି ବିଜେପି । ମୁଁ ସଂପୂର୍ଣ୍ଣ ସୁସ୍ଥ ଅଛି ଓ ମାସେ ହେଲା ରାଜ୍ୟ ସାରା ବୁଲି ପ୍ରଚାର କରୁଛି ବୋଲି କହିଲେ ନବୀନ ।

ଆସନ୍ତା ଜୁନରେ ମୁଖ୍ୟମନ୍ତ୍ରୀ ପୁନର୍ବାର ଶପଥ ଗ୍ରହଣ କରିବେ : ପାଣ୍ଡିଆନ

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking