27.8 C
Bhubaneswar
Thursday, April 18, 2024
Homeଅପରାଧକୁରାଢୀରେ ପତ୍ନୀକୁ ହତ୍ୟା କରି ସ୍ୱାମୀ କଲା..

କୁରାଢୀରେ ପତ୍ନୀକୁ ହତ୍ୟା କରି ସ୍ୱାମୀ କଲା..

ନୂଆଦିଲ୍ଲୀ: ବେହଟାଦୋକୁଳ ଥାନା ଅନ୍ତର୍ଗତ ମଝରା ଗାଁରେ ରବିବାର ଏକ ଅଘଟଣ ଘଟିଯାଇଛି । ସ୍ୱାମୀ ଅଶୋକ ମଦ ପିଇବାକୁ ଯିବାରୁ ସ୍ତ୍ରୀ ସାବିତ୍ରୀ ମନା କରିଥିଲେ । ପରେ ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡା ସୃଷ୍ଟି ହୋଇଥିଲା । ଶେଷରେ ପତ୍ନୀ ନିଜ ବାପ ଘରକୁ ଯିବା ପାଇଁ ବାହାରିବା ବେଳେ ଅଶୋକ ପଛ ପଟୁ ତାଙ୍କ ମୁଣ୍ଡକୁ କୁରାଢୀରେ ପିଟି ହତ୍ୟା କରିଥିଲେ । ସେହି ସମୟରେ ଅଶୋକରୁ ୧୪ ବର୍ଷର ପୁତ୍ର ଅନୁରାଗ ଓ ୧୮ ବର୍ଷୀୟା ସଂଙ୍ଗୀତା ଚିତ୍କାର କରିଥିଲେ । ଏତିକିରେ ବି ଅଭିଯୁକ୍ତ ପତିର ମନ ବୁଝିନଥିଲା ଯେ, ସେ ଘର ଠାରୁ କିଛି ମିଟର ଦୂରରେ ଅବସ୍ଥିତ ଏକ ଗଛରେ ଆତ୍ମହତ୍ୟା କରିବାକୁ ପ୍ରୟାସ କରିଥିଲା । ଖବର ପାଇ ପୋଲିସ ପହଂଚି ଗ୍ରାମବାସୀଙ୍କ ସାହାଯ୍ୟରେ ତାଙ୍କୁ ତାକୁ ହସ୍ପିଟାଲରେ ଭର୍ତ୍ତି କରିଛି । ଏହି ମାମଲାରେ ମୃତକଙ୍କ ପିତାଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରିଥିବା ସୂଚନା ମିଳିଛି । ମୃତକଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଅଧିକ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking