37.1 C
Bhubaneswar
Sunday, June 1, 2025
Homeଓଡିଶାଭୁବନେଶ୍ୱରସ୍ତ୍ରୀକୁ ହାଣିଲା ସଇତାନ ସ୍ୱାମୀ

ସ୍ତ୍ରୀକୁ ହାଣିଲା ସଇତାନ ସ୍ୱାମୀ

ଭଞ୍ଜନଗର: ଟଙ୍କା ନଦେବାରୁ ସ୍ତ୍ରୀକୁ ହାଣିଦେଲା ସଇତାନ ସ୍ୱାମୀ । ଆଖୁପଦର ଗାଁରେ ପାରିବାରିକ କଳହରୁ ସ୍ତ୍ରୀକୁ ବିଭତ୍ସ ହତ୍ୟା କରିଛି ସଇତାନ ସ୍ୱାମୀ । ଧାରୁଆ ଅସ୍ତ୍ରରେ ହାଣି ହତ୍ୟା, ଅଭିଯୁକ୍ତ ସ୍ୱାମୀ ଅଟକ । ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ସହ ପୋଲିସ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking