29.1 C
Bhubaneswar
Friday, April 26, 2024
Homeଓଡିଶାକଳିଙ୍ଗନଗର ଶିଳ୍ପ କାରଖାନା ଶ୍ରମିକଙ୍କ ଆଖିରୁ ଝରୁଛି ଲୁହ

କଳିଙ୍ଗନଗର ଶିଳ୍ପ କାରଖାନା ଶ୍ରମିକଙ୍କ ଆଖିରୁ ଝରୁଛି ଲୁହ

ଯାଜପୁର: ଯାଜପୁର ଜିଲ୍ଲାର ସୁକିନ୍ଦା ନିର୍ବାଚନ ମଣ୍ଡଳୀ ରେ କଳିଙ୍ଗନଗର ଶିଳ୍ପ ହବ ରେ ସ୍ଥାନୀୟ ଅଂଚଳ ର ଯୁବକ ଯୁବତୀ କୁ ନେଇ ବିଜେପି.. ବିଜେପି ଓ କଂଗ୍ରେସ ଦଳ ମଧ୍ୟ୍ୟ ରେ ସାମ୍ବାଦିକ ସମ୍ମିଳନୀ ମଧ୍ୟ୍ୟମ ରେ ଆରୋପ ଓ ପ୍ରତି ଆରୋପ ଚାଲିଛି ସମସ୍ତ ଅଖି ରୁ ଲୁହ ଜରୂଚି କିନ୍ତୁ ନିଯୁକ୍ତି କୁ ନେଇ ରାଜନୀତି ଯୋର ଧରିଛି ସାମ୍ବାଦିକ ସମ୍ମିଳନୀ ରେ କଣ କହୁ ଛନ୍ତି ଶୁଣନ୍ତୁ lସ୍ଥାନୀୟ ଲୋକଙ୍କୁ ପାତର ଅନ୍ତର ଓ ବେକାରୀ ସମସ୍ୟା ଓ ବିଜେଡି ର ସାମ୍ବାଦିକ ସମ୍ମିଳନୀ ବିରୋଧ ସୁକିନ୍ଦା ଯାଜପୁର ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର ଯୁବକ କଂଗ୍ରେସ ତରଫରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଆଜି କଳିଙ୍ଗନଗର ଦାନଗଦି ଠାରେ ସାମ୍ବାଦିକ ସମ୍ମିଳନୀ କରିବାର ଉଦେଶ୍ୟ କଳିଙ୍ଗନଗର ରେ ବଡ଼ ବଡ ୧୫ ଟି କାରଖାନା ଗଢିଉଠିଥିଲା। ସ୍ଥାନୀୟ ନିଯୁକ୍ତି ଓ ସୁକିନ୍ଦା ଲୋକଙ୍କୁ ନିଯୁକ୍ତି ପାଇଁ କିନ୍ତୁ ସୁକିନ୍ଦା ର ଲୋକ ଙ୍କୁ ନିଯୁକ୍ତି ମିଳିପାରିଲା ନାହିଁ ଏଠି ସରକାର ଓ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡେ଼ଇ ଓ ବର୍ତ୍ତମାନ ମନ୍ତ୍ରୀ ପ୍ରତି ରଞ୍ଜନ ଘଡେ଼ଇ ସ୍ଥାନୀୟ ନିଯୁକ୍ତି ବଦଳରେ ଏଠି ମୁନାଫା କମଉଥିଲେ ବୋଲି ଯୁବକ କଂଗ୍ରେସ କହିଛି। ଏବଂ ସୁକିନ୍ଦା ରେ ନିଯୁକ୍ତି ନଦେଇ ସରକାର ଓ ସ୍ଥାନୀୟ ଦକ୍ଷତା ମନ୍ତ୍ରୀ ଙ୍କ ସମର୍ଥକ ମାନେ ଗତ କାଲି ସାମ୍ବାଦିକ ସମ୍ମିଳନୀ କରି କହିଥିଲେ ଯେ ସୁକିନ୍ଦା ରେ ନିଯୁକ୍ତି ଦିଆଯାଇଛି ସୁକିନ୍ଦା ରେ ବିକାଶ ହେଉଛି ସୁକିନ୍ଦା ର ବିକାଶ ପଥେ କିନ୍ତୁ , ସୁକିନ୍ଦା ଚାକିରି ବଦଳରେ ମାଡ ଖାଇ ଘରକୁ ଫେରି ବା ଏକଣ ସୁକିନ୍ଦା ଲୋକଙ୍କ ଚାକିରି ଯେ ଗତ କାଲି ବିଜେଡି ସାମ୍ବାଦିକ ସମ୍ମିଳନୀ କୁ କଂଗ୍ରେସ ଘୋର ନିନ୍ଦା କରିଛନ୍ତି।ଆଉ ଗୋଟିଏ କଥା ବଡ ଦୁଃଖ ଦାୟକ ଘଟଣା ଶିଳ୍ପ କାରଖାନା ରେ ନିଯୁକ୍ତି ପାଇଁ କଲିକତା ଠାରେ ଇଣ୍ଟର୍ଭୁ କରିବା ପାଇଁ ଡାକି ସେଠାରେ ଓଡ଼ିଆ ଯୁବକ ମାନଙ୍କୁ ମାଡ ମାରି ସେମାନଙ୍କ କାଗଜ ପତ୍ର କୁ ଚିରି ଦେଇଥିଲେ ଏସବୁ ଯୁବକ କଂଗ୍ରେସ ଘୋର ନିନ୍ଦା କରିବା ଶହ ଦୃଢ଼ ପ୍ରତିବାଦ କରୁଛି ବୋଲି କହିଥିଲେ। ଏଠି କେବଳ ୧୪ ଟି କାରଖାନା ରେ ୩୩ ବର୍ଷ କାଳ ଶାସନ ଭିତରେ କେବଳ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡେ଼ଇ ବର୍ତ୍ତମାନ ମନ୍ତ୍ରୀ ପ୍ରତି ରଞ୍ଜନ ଘଡେ଼ଇ ଙ୍କ ଈଶାରାରେ ଚାଲନ୍ତି ସିଏ କେବଳ ଅଣ ଓଡ଼ିଆ ମାନଙ୍କୁ ନିଯୁକ୍ତି ଦେଉଛନ୍ତି ସ୍ଥାନୀୟ ସୁକିନ୍ଦା ବାସୀଙ୍କୁ ନିଯୁକ୍ତି ଦେଉ ନାହାନ୍ତି ମନ୍ତ୍ରୀ।

କେବଳ ନିଯୁକ୍ତି ଦେଉଛନ୍ତି ଝୁଡି ମୁଣ୍ଡେଇବା ଝାଡୁ ମାରିବା ମାଟି ମୁଣ୍ଡେଇବା ଏସବୁ କାମ ଦେଉଛନ୍ତି ଏହି ଦୁଇ ମନ୍ତ୍ରୀ ଦୁଇଜଣ। ତେଣୁ ସୁକିନ୍ଦା ବାସୀଙ୍କ ଦୁଃଖ ନକହିଲେ ସରେ ଏଠି ମୁଣ୍ଡର ଝାଳ ମୁଣ୍ଡର ଯାଉଛି ଦିନେ ଖାଇଲେ ଦୁଇ ଓଳି ଉପବାସ କେବଳ ଏହି ମନ୍ତ୍ରୀ ପ୍ରତି ରଞ୍ଜନ ଘଡେ଼ଇ ପ୍ରଫୁଲ୍ଲ ଚନ୍ଦ୍ର ଘଡେ଼ଇ ପାଇଁ ବୋଲି କହିଥିଲେ।। ସୁକିନ୍ଦା ରେ ବିକାଶ ନାମରେ ବିନାଶ ଚଳାଇଛି ତାହାରି ବିରୁଦ୍ଧରେ ସମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯଥାଶୀଘ୍ର ସୁକିନ୍ଦା ଲୋକଙ୍କୁ ନିଯୁକ୍ତି ଦିଆଯାଉ ବେକାରୀ ଦୂରୀକରଣ କରା ଯାଉ ନଚେତ୍ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି ସୁକିନ୍ଦା ଯୁବକ କଂଗ୍ରେସ।
ସେହିପରି ବିଜେପି ମଧ୍ୟ୍ୟ ବିଜେଡ଼ି ଦଳ କୁ ଦାହି କରୁଛି ସୁକିନ୍ଦା ଯୁବକ ଙ୍କୁ କଲକାତା ରେ ମାଡ ମାରି ସାର୍ଟିଫିକେଟ ଚିରି ଦିଅ ଗଲା ନିଯୁକ୍ତି ମିଳି ଲା କି ପ୍ରଶ୍ନ କରିଛନ୍ତି l କଂଗ୍ରେସ ଓ ବିଜେପି ଦଳ ପୃଥକ ପୂର୍ଥକ ଭାବ ରେ ଦୀର୍ଘ ଦିନ ଧରି ବିଜେଡ଼ି ଦଳ ସୁକିନ୍ଦା କୁ ଶାସନ କରୁ ଥିବା ରୁ ଦାହି ସୁକିନ୍ଦା ଜନ ସାଧାରଣ ମାନେ ବିଜାର କରନ୍ତୁ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking