31.1 C
Bhubaneswar
Monday, May 25, 2026
Homeଓଡିଶାବର୍ଷାରେ ଭୁଶୁଡ଼ିଲା ଘର: ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ବର୍ଷାରେ ଭୁଶୁଡ଼ିଲା ଘର: ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

କନ୍ଧମାଳ: ଲଘୁଚାପ ପ୍ରଭାବ ଯୋଗୁଁ ପ୍ରବଳ ବର୍ଷା ହେବା ଫଳରେ କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ବ୍ଲକ ଅନ୍ତର୍ଗତ ରଟିଙ୍ଗିଆ ପଞ୍ଚାୟତ କାମାନାଯୁ ଗ୍ରାମର ପ୍ରିୟଙ୍କା ଦିଗାଳଙ୍କ ଘର କାନ୍ଥ ଭୁଶୁଡ଼ି ଯାଇଛି। ଭାଗ୍ୟବଶତକୁ ଭୁଶୁଡ଼ିବା ସମୟରେ ଘରର ସମସ୍ତ ସଦସ୍ତ ଉଠି ଯାଇଥିଲେ। ପରିବାର ଲୋକେ ନିଜର ଦୁଇ ପିଲାମାନଙ୍କୁ ଧରି ସୋଇଥିବା ସମୟରେ ଘରଟି ଭୁଶୁଡ଼ି ଥିବା ପ୍ରକାଶ କରିଛନ୍ତି। ରାତି ଦୁଇ ଘଣ୍ଟା ସମୟରେ ଏହି ଘର ଭୁଶୁଡ଼ିଥିବା ସୂଚନା ଦେଇଛନ୍ତି ପ୍ରିୟଙ୍କା।ଦିନମଜୁରୀ କରି ପରିବାର ଚଳାଉଥିବା ପ୍ରିୟଙ୍କା ବର୍ତ୍ତମାନ ବର୍ଷା ସମୟରେ କେମିତି ରହିବେ ସେ ଘରେ ସେନେଇ ବଡ଼ ଚିନ୍ତା ଧରିଛି। ଏପଟେ ଆବାସ ଯୋଜନାରୁ ମଧ୍ୟ କୌଣସି ଘରର ମିଳିନଥିବାରୁ ବର୍ତ୍ତମାନ ସରକାରଙ୍କୁ ଆବାସ ଯୋଜନାରୁ ଏକ ଘର ପାଇଁ ଗୁହାରୀ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking