27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶହିମାଚଳ: ଖାତକୁ କାର୍ ଖସି ୩ ମୃତ

ହିମାଚଳ: ଖାତକୁ କାର୍ ଖସି ୩ ମୃତ

ସିମଳା : ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାରେ ସୋମବାର ସନ୍ଧ୍ୟାରେ ଗୋଟିଏ କାର୍ ଗିରିଖାତକୁ ଖସିପଡିବା ଫଳରେ ୩ ଜଣ  ପ୍ରାଣ ହରାଇଛନ୍ତି । ଆହତ ୨ ଜଣଙ୍କ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାର କାରଣ ଜଣାପଡିନଥିଲେ ସୁଦ୍ଧା ଡ୍ରାଇଭରଙ୍କ ଅସାବଧାନତା ଏଥିପାଇଁ ଦାୟୀ ବୋଲି ଅନୁମାନ କରାଯାଉଛି ।

ସୂଚନାଯୋଗ୍ୟ ସୋମବାର ହିମାଚଳର ସିମଳା ଜିଲ୍ଲା ଅନ୍ତର୍ଗତ ସୁନ୍ନି ନିକଟରେ ଗୋଟିଏ କାର୍ ଗିରିଖାତକୁ ଖସିବା ଫଳରେ ୬ ଜଣଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ୬ ଜଣ ଆହତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking