29.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶମୁମ୍ବାଇ: ୨୪ ଘଣ୍ଟାରେ ୬ ଶିଶୁ ନିଖୋଜ

ମୁମ୍ବାଇ: ୨୪ ଘଣ୍ଟାରେ ୬ ଶିଶୁ ନିଖୋଜ

ମୁମ୍ବାଇ: ମହାରାଷ୍ଟ୍ରର ଥାଣେ ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ ୬ ଜଣ ଶିଶୁ ନିଖୋଜ ହୋଇଥିବା ଜଣାପଡିଛି । ଏମାନଙ୍କ ମଧ୍ୟରେ ୪ ନାବାଳିକା ଓ ୨ ନାବାଳକ ଅନ୍ତର୍ଭୁକ୍ତ । ନିଖୋଜ ଶିଶୁଙ୍କ ବୟସ ୧୨ରୁ ୧୫ ବର୍ଷ ମଧ୍ୟରେ ବୋଲି ଜଣାପଡିଛି । ତେବେ ସ୍ଥାନୀୟ ପୁଲିସ ମଙ୍ଗଳବାର ଜଣେ ଶିଶୁକୁ ଉଦ୍ଧାର କରିଥିବା କୁହାଯାଇଛି ।

୧୨ ବର୍ଷର ଏହି ବାଳକଟି ସୋମବାର ଥାଣେ ରେଲୱେ ଷ୍ଟେସନ ନିକଟରୁ ନିଖୋଜ ହୋଇଯାଇଥିଲା । ଅନ୍ୟ ଶିଶୁଙ୍କୁ ଠଶବ କରିବାକୁ ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠଡନ କରାଯାଇଛି । ତେବେ ଶିଶୁ ନିଖୋଜ ଘଟଣା ପଛରେ ପିଲାଚୋର ର‌୍ୟାକେଟ୍‌ର ସଂପୃକ୍ତି ଥାଇପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking