28.2 C
Bhubaneswar
Tuesday, June 23, 2026
Homeଓଡିଶାବିଧାୟକ ସାରଦାଙ୍କୁ ହାଇକୋର୍ଟଙ୍କ ନୋଟିସ

ବିଧାୟକ ସାରଦାଙ୍କୁ ହାଇକୋର୍ଟଙ୍କ ନୋଟିସ

କଟକ : ବିଧାୟକଙ୍କୁ ହାଇକୋର୍ଟ ନୋଟିସ ଜାରି । ନିର୍ବାଚନରେ ଅନିୟମିତତା ମାମଲାରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କୁ ନୋଟିସ ଜାରି ହୋଇଛି । ରସିଦ୍ ଅସଲମ ନାମକ ଜଣେ ଭୋଟର ସାରଦାଙ୍କ ନାଁରେ ମାମଲା ଦାଏର କରିଥିଲେ । ତେବେ ନାମାଙ୍କନ ବେଳେ ମିଥ୍ୟା ସତ୍ୟପାଠ ଦାଖଲ ଅଭିଯୋଗରେ ହାଇକୋର୍ଟ ଏହି ନୋଟିସ ଜାରି କରିଛନ୍ତି । ପୂର୍ବରୁ ବିଜେଡି ବିଧାୟକ ଧ୍ରୁବ ସାହୁ ଅରୁଣ ସାହୁଙ୍କୁ ମଧ୍ୟ ହାଇକୋର୍ଟ ନୋଟିସ ଜାରିକରିଥିଲେ । ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୭ ରେ ରହିଛି । ଏହାପୂର୍ବରୁ ବିଜେପି ନେତା ତଥା ପରାଜିତ ପ୍ରାର୍ଥୀ ଦିଲ୍ଲୀପ ରାୟ ମଧ୍ୟ ସାରଦାଙ୍କ ବିରୋଧରେ ମାମଲା ଦାୟର କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking