37.1 C
Bhubaneswar
Monday, May 20, 2024
Homeଓଡିଶାହାଇଟେକ୍ ଟ୍ରାଜେଡି: ଯଦି ଜ୍ୟୋତି ମୃତ, ମୃତଦେହ ଫେରାଅ

ହାଇଟେକ୍ ଟ୍ରାଜେଡି: ଯଦି ଜ୍ୟୋତି ମୃତ, ମୃତଦେହ ଫେରାଅ

ଭୂବନେଶ୍ୱର: ହାଇଟେକ୍ ବିସ୍ଫୋରଣ ଘଟଣାକୁ ନେଇ ମେଡିକାଲରେ ଉତ୍ତେଜନା । ମୃତଦେହ ଚିହ୍ନଟ ପ୍ରକ୍ରିୟାକୁ ନେଇ ପରିବାର ଲୋକଙ୍କ ଅସନ୍ତୋଷ ଦେଖାଦେଇଛି । ନିଜକୁ ଦିଲ୍ଲୀପ କହୁଥିବା ଜ୍ୟୋତି ମଲ୍ଲିକଙ୍କୁ ପରିବାର ଲୋକଙ୍କ ଅସନ୍ତୋଷ ଦେଖାଦେଇଛି । ପରିବାର ଲୋକ କହିଛନ୍ତି ଯେ, ଯଦି ଦିଲ୍ଲୀପ ଜୀବତ ତାହାଲେ ଜ୍ୟୋତି କୁଆଡେ ଗଲା? ଆମକୁ ଆମ ଜ୍ୟୋତି ଦରକାର, ଜ୍ୟୋତିକୁ ତୁରନ୍ତ ଫେରାଅ । ଘଟଣା ଦିନଠୁ ଜ୍ୟୋତି ସୁରକ୍ଷିତ ଥିବା କହୁଥିଲେ, ଏବେ ସେ କେଉଁଠି ଅଛି । ଯଦି ଜ୍ୟୋତି ମୃତ, ତାହାଲେ ମୃତଦେହ ଫେରାଅ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking