29.1 C
Bhubaneswar
Friday, May 17, 2024
Homeବ୍ରେକୀଙ୍ଗଟିକା ନେବେନି ୧୫ ହଜାର ସ୍ୱାସ୍ଥ୍ୟକର୍ମୀ

ଟିକା ନେବେନି ୧୫ ହଜାର ସ୍ୱାସ୍ଥ୍ୟକର୍ମୀ

ଭୁବନେଶ୍ୱର,(ଓଏନଏ ): ରାଜ୍ୟର ୧୫ ହଜାର ସ୍ୱାସ୍ଥ୍ୟକର୍ମୀଙ୍କ କରୋନା ଟିକା ନନେବାକୁ ଘୋଷଣା କରିଛନ୍ତି । ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ପୁରୁଷ ଓ ମହିଳା ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ସଂଗଠନ ଘୋଷଣା କରିଛି । କଳାବ୍ୟାଜ ପିନ୍ଧି ଟିକାକରଣ କାର୍ଯ୍ୟରେ ସାମିଲ୍ ହେବେ ମାତ୍ର ଟିକା ନେବେନି । ଏଥିରେ ଖୋର୍ଦ୍ଧା ଜିଲ୍ଲାର ୬୫୦ ସ୍ୱାସ୍ଥ୍ୟକର୍ମୀ ରହିଛନ୍ତି । ଦୀର୍ଘ ୧୦ ବର୍ଷ ଧରି ୪ଟି ସଂଘ ମିଳିତ ଭାବେ ସ୍ୱାସ୍ଥ୍ୟ ବିଭାଗ ନିକଟରେ ବାରମ୍ବାର ଲିଖିତ ଦାବି ସତ୍ୱେ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ ବୋଲି ଅଭିଯୋଗ କରିଛନ୍ତି । କ୍ୟାଡର ରୁଲର ପୁନର୍ଗଠନ ଓ ପଦବୀ ପରିବର୍ତନ ଦାବିରେ ପ୍ରତିବାଦ କରାଯିବ । ସରକାର ଦାବି ନଶୁଣିଲେ ଫେବୃୟାରୀ ପ୍ରଥମରୁ ସିରିଂଜ ଛାଡ ଆନ୍ଦୋଳନ କରାଯିବ । 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking