25.1 C
Bhubaneswar
Saturday, January 18, 2025
Homeଦେଶ ବିଦେଶହେଡଙ୍କ ଶତକ: ଅଷ୍ଟ୍ରେଲିଆ ଆଗୁଆ

ହେଡଙ୍କ ଶତକ: ଅଷ୍ଟ୍ରେଲିଆ ଆଗୁଆ

ନୂଆଦିଲ୍ଲୀ : ଆଡିଲେଡରେ ଟ୍ରାଭିସ ହେଡଙ୍କ ଦ୍ରୁତ ଶତକ ବଳରେ ଅଷ୍ଟ୍ରେଲିଆ ଆଗୁଆ ରହିଛି । ୧୪୦ ରନର ଚମତ୍କାର ଇନିଂସ ଖେଳି ଆଗୁଆ କରାଇଲେ ହେଡ । ଭାରତର ୧୮୦ ରନ ଜବାବବରେ ଅଷ୍ଟ୍ରେଲିଆ ୩୩୭ରେ ଅଲଆଉଟ । ଯଶପ୍ରୀତ ବୁମରା ଓ ମହମ୍ମଦ ସିରାଜଙ୍କୁ ୪ଟି ଲେଖାଏଁ ୱିକେଟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking