31.1 C
Bhubaneswar
Wednesday, February 28, 2024
Homeଓଡିଶାକଳା ପଲସରରେ ଦୁର୍ବୁତ୍ତ ମାନେ ଆସି ଝାମ୍ପି ନେଲେ ୧୭ ଲକ୍ଷ ପଚାଶ ହଜାର ଟଙ୍କା

କଳା ପଲସରରେ ଦୁର୍ବୁତ୍ତ ମାନେ ଆସି ଝାମ୍ପି ନେଲେ ୧୭ ଲକ୍ଷ ପଚାଶ ହଜାର ଟଙ୍କା

ଭୁବନେଶ୍ୱର: କଳା ପଲ୍ସସର୍ ର ଆତଙ୍କ l ଫିଲ୍ମ ଷ୍ଟାଇଲ ରେ ଝାମ୍ପି ନେଲେ ୧୭ ଲକ୍ଷ ପଚାଶ ହଜାର ଟଙ୍କା l ଫୁଲବାଣୀ ର ଏକ ଗ୍ରୋସରୀ ଦୋକାନ ମାଲିକ ଅଜୟ ପାତ୍ର ଓ ସହଯୋଗୀ ରମେଶ ପ୍ରଧାନ ଏକ ସ୍କୁଟି ରେ ଏକ୍ସିସ୍ ବ୍ୟାଙ୍କ୍ ରେ ଡିପୋଜିଟ୍ କରିବାକୁ ଯାଉ ଥିବା ବ୍ୟାଙ୍କ ଆଗରୁ ବେଳେ ୧୭ ଲକ୍ଷ ୫୦ ହଜାର ଲୁଟିନେଲେ ଦୁର୍ବୁତ୍ତ l

ସୂଚନା ପ୍ରକାରେ ବ୍ୟାଙ୍କ ତିନିଦିନ ଛୁଟି ରହିଥିବାରୁ ଆଜି ଦିନ ୧୧.୨୦ ରେ ଦୋକାନରୁ ଟଙ୍କା ଧରି ପ୍ରଥମେ ଷ୍ଟେଟ ବ୍ୟାଙ୍କ ରେ କିଛି ଟଙ୍କା ଡିପୋଜିଟ କରି ବାକି ଟଙ୍କା ଧରି ଆକ୍ସିଶ ବ୍ୟାଙ୍କ ରେ ଡିପୋଜିଟ କରିବାକୁ ଯାଉଥିବା ବେଳେ ବ୍ୟାଙ୍କ ନିକଟ ରୁ ଦୁଇ ଦୃବୁତ ଏକ ପଲସର ବାଇକରେ ଆସି ଛଡାଇ ନେଇ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛନ୍ତି l ପୋଲିସ ରେ ଅଭିଯୋଗ ହେବା ପରେ ଘଟଣା ସ୍ଥଳରେ ଫୁଲବାଣୀ ଟାଉନ ଥାନା ଅଧିକାରୀ ଅଶୋକ କୁମାର ଗିରି ପହଂଚି ବିଭିନ୍ନ ସିସି ଟିଭି ଫୁଟେଜ ଦେଖି ତଦନ୍ତ ଜାରି ରଖିଛନ୍ତି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking