26.1 C
Bhubaneswar
Tuesday, September 17, 2024
Homeଦେଶ ବିଦେଶଗୋଟିଏ ସପ୍ତାହରେ ଆସିବ ବ୍ଲାକ ଫଙ୍ଗସର ଆୟୁର୍ବେଦ ଉପଚାର

ଗୋଟିଏ ସପ୍ତାହରେ ଆସିବ ବ୍ଲାକ ଫଙ୍ଗସର ଆୟୁର୍ବେଦ ଉପଚାର

ହରିଦ୍ୱାର: ଏଲୋପାଥି ବନାମ ଆୟୁର୍ବେଦ ବିବାଦ ମଧ୍ୟରେ ବାବା ରାମଦେବ ଏବଂ ତାଙ୍କର ଘନିଷ୍ଠ ସହଯୋଗୀ ଆଚାର୍ଯ୍ୟ ବାଳକୃଷ୍ଣ ଦାବି କରିଛନ୍ତି ଯେ, ଏକ ସପ୍ତାହ ମଧ୍ୟରେ ପଂଙ୍ଗସ ପାଇଁ ଆୟୁର୍ବେଦ ଔଷଧ ଲଂଚ କରାଯିବ । ସେମାନେ ଆହୁରି ମଧ୍ୟ କହିଛନ୍ତି, ପତଂଜଳୀ ଆୟୁର୍ବେଦ ଲିମିଟେଡ ଓ ପତଂଜଳୀ ଯୋଗପୀଠରେ ଏହି ଔଷଧକୁ ନେଇ କାମ ଓ ଜରୁରୀ ଉପକାରିତା ନେଇ କାମ ଅନେକାଂଶରେ ଶେଷ ପର୍ଯାୟରେ ପହଂଚିଛି । ହ୍ୱାଇଟ ଓ ୟେଲୋ ଫଙ୍ଗସ ପାଇଁ ପ୍ରସ୍ତୁତ କରାଯାଇଥିବା ମେଡିସିନର କାମ ଫାଇନାଲ ଷ୍ଟେଜରେ ରହିଛି । ରାମଦେବ କହିଛନ୍ତିବିବାଦ ମଧ୍ୟରେ ସେ ଲୋକଙ୍କ ସେବାରୁ ନିବୃତ୍ତ ନାହାନ୍ତି ଏବଂ ସେ ନିଜ କାମ କରୁଛନ୍ତି । କରୋନା କାଳରେ ବ୍ଲାକ ଫଙ୍ଗସ ସହିତ ଅନ୍ୟ ପ୍ରକାରର ଫଙ୍ଗଲ ସଂକ୍ରମଣ ମାମଲା ଦୃତ ଗତିରେ ବୃଦ୍ଧି ପାଉଛି । ଖବର ଅନୁସାରେ, ଏଥିପାଇଁ ବାଳକୃଷ୍ଣଙ୍କ ନିର୍ଦ୍ଦେଶରେ ରିସର୍ଚ୍ଚ ସେଣ୍ଟରର ମୁଖ୍ୟ ଡାକ୍ତର ଅନୁରାଗ ବାଷର୍ଣେୟଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking