36.1 C
Bhubaneswar
Sunday, May 17, 2026
Homeଓଡିଶାପ୍ରାକ୍ଟିସ ପାଇଁ ବାରବାଟୀରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ପ୍ରାକ୍ଟିସ ପାଇଁ ବାରବାଟୀରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

କଟକ: ବାରବାଟୀରେ ପ୍ରାକ୍ଟିସ ପାଇଁ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା। ମ୍ୟାଚ୍ ପୂର୍ବରୁ ନେଟ ପ୍ରାକ୍ଟିସ ପାଇଁ ପହଞ୍ଚିଲେ ଷ୍ଟାର ଅଲରାଉଣ୍ଡର। ବିନା ଦର୍ଶକରେ ନେଟ୍‌ ବୋଲରଙ୍କ ସହ ଅଭ୍ୟାସ କରିବେ ପାଣ୍ଡ୍ୟା। କାଲି ଦିନ ସାଢେ ୧୧ଟାରେ ବାରବାଟୀରେ ଭାରତୀୟ ଦଳର ନେଟ୍ ପ୍ରାକ୍ଟିସ୍ । ଏନେଇ ସୂଚନା ଦେଇଛନ୍ତି ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି । ସନ୍ଧ୍ୟାରେ ଫ୍ଲଡ୍ ଲାଇଟ୍‌ରେ ଅଭ୍ୟାସ କରିବ ଦକ୍ଷିଣ ଆଫ୍ରିକା ଟିମ୍ । ନେଟ୍ ପ୍ରାକ୍ଟିସ ଦେଖିବା ପାଇଁ ଦୁଇଟି ଗ୍ୟାଲେରୀ ଖୋଲା ରହିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking