26.1 C
Bhubaneswar
Sunday, July 6, 2025
Homeଅପରାଧଭୁଜାଲି ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ

ଭୁଜାଲି ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ

ବାରିପଦା: ଭୁଜାଲି ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ । ଅଭିଯୋଗ ପରେ ବନ୍ଧା ହେଲା ଦୁଷ୍କର୍ମକାରୀ । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅଞ୍ଚଳରେ ।

ମିଳିଥିବା ସୂଚନା ଅନୁଯାୟୀ, ଗତ ୧୮ ତାରିଖ ଦିନ ମୋରଡ଼ା ଥାନା ଅଞ୍ଚଳର ଜୈନିକା ଯୁବତୀ ଘରେ ଏକୁଟିଆ ଥିବାବେଳେ ଏହାର ସୁଯୋଗ ନେଇ ଆଣୁଆଁ ଗ୍ରାମର ରାମଚନ୍ଦ୍ର ହେମ୍ବ୍ରମ ଭୁଜାଲି ଦେଖାଇ ତାଙ୍କୁ ଦୁଷ୍କର୍ମ କରିଥିଲେ । ଏଥି ସହ ଏହି ଘଟଣା ସମ୍ପର୍କରେ କାହାକୁ କିଛି ନକହିବାକୁ ଧମକ ଦେଇଥିଲା । ଏହା ପରେ ଯୁବତୀ ଜଣଙ୍କ ମୋରଡା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରି ଅଭିଯୁକ୍ତକୁ ଗିରଫ କରିଛି । ତେବେ ଗତକାଲି ଅଭିଯୁକ୍ତ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ମୋରଡ଼ା ଥାନା ଅଧିକାରୀ ପଦ୍ମଲୋଚନ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking