35 C
Bhubaneswar
Sunday, May 18, 2025
Homeଓଡିଶାକେଜିଏ ଗଂଜେଇ ପାଇଁ ଫାଶି

କେଜିଏ ଗଂଜେଇ ପାଇଁ ଫାଶି

ଭୁବନେଶ୍ୱର: ମାତ୍ର ୧ କେଜି ଗଞ୍ଜେଇ ପାଇଁ ଜଣେ ଯୁବକଙ୍କୁ ଫାଶି ଦେଲା ସିଙ୍ଗାପୁର । ଭାରତୀୟ ବଂଶୋଭବ ଯୁବକ ଟାଙ୍ଗରାଜୁ ସୁପିହାକୁ ସିଙ୍ଗାପୁରରେ ଫାଶି ହୋଇଥିବା ସୂଚନା । ସିଙ୍ଗାପୁର ଚାଙ୍ଗି ଜେଲରେ ଆଜି ଟାଙ୍ଗରାଜକୁ ଫାଶି ଦିଆଯାଇଛି । ୨୦୧୪ରେ ୧ କେଜି ଗଂଞ୍ଜେଇ ସହ ଧରାପଡିଥିଲା ଟାଙ୍ଗରାଜୁ ।

୨୦୧୭ରେ ଦୋଷୀ ସାବ୍ୟସ୍ତ ପରେ ୨୦୧୮ରେ ମୃତ୍ୟୁ ଦଣ୍ଡାଦେଶ ହୋଇଥିଲା । ଏହାକୁ ନେଇ ବହୁ ବିଦେଶୀ ମାନବଧିକାର ଙ୍ଗଠନ ପ୍ରତିବାଦ କରିଥିଲେ । ଟାଙ୍ଗରାଜୁଙ୍କ ଫାଶି ଦଣ୍ଡ ରୋକିବାକୁ ଜାତିସଂଘ ବି ଚିଠି କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking