ବ୍ରହ୍ମପୁର: ଜଙ୍ଗଲରେ ଯୁବକଙ୍କ ହାତବନ୍ଧା ମୃତଦେହ ଉଦ୍ଧାର ହୋଇଥିବା ଖବର ସାମ୍ନାକୁ ଆସିଛି । ପାଟପୁର ଥାନା ବୃନ୍ଦାବନପୁର ନିକଟ ଗାଁ ଜଙ୍ଗଲରେ ପଡିଛି ମୃତଦେହ । ଗତକାଲି ଯୁବକ ଜଣଙ୍କ ଛେଳି ଚରାଇବାକୁ ଯାଇ ଆଉ ଫେରିନଥିଲେ । ସକାଳେ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ ଲୋକେ ।