35.1 C
Bhubaneswar
Monday, June 17, 2024
Homeଦେଶ ବିଦେଶମିଳିଲା ଖୁସି ଖବର; ଶସ୍ତା ହେଲା ସୁନା ଦର

ମିଳିଲା ଖୁସି ଖବର; ଶସ୍ତା ହେଲା ସୁନା ଦର

ନୂଆଦିଲ୍ଲୀ: ସୁନା ଦରରେ ହ୍ରାସ ଗ୍ରାହକଙ୍କୁ ଦେଇଛି ଏକ ବଡ଼ ଆଶ୍ୱସ୍ତି । ଚଳିତ ସପ୍ତାହରେ ସୁନା ଦର ୨୫ ଟଙ୍କା ହ୍ରାସ ଘଟିଛି । ଗତ ଗୁରୁବାର ଦିନ ସୁନା ଦର ୧୦୫୦ ଟଙ୍କା ହ୍ରାସ ଘଟିଥିବା ବେଳେ ବୁଧବାର ଦିନ ୫୦ ଟଙ୍କା ହ୍ରାସ ଘଟିଥିଲା । ସେହିପରି ଶୁକ୍ରବାର ଦିନ ରୁପା ଦର ୫୦୦ ଟଙ୍କା ହ୍ରାସ ପାଇଥିଲା । ଚଳିତ ସପ୍ତାହରେ ସୁନା ଦର ପାଖାପାଖି ୨୫୦୦ ଟଙ୍କା ହ୍ରାସ ଘଟିଛି । ଏମସିଏକ୍ସ ଏକ୍ସଚେଞ୍ଜରେ ଜୁନ ୫ରେ ଡେଲିଭରି ହେବାକୁ ଥିବା ସୁନା ଗତ ୧୭ ତାରିଖରେ ୧୦ ଗ୍ରାମ ପିଛା ୭୩,୭୧୧ ଟଙ୍କାରେ ବନ୍ଦ ହୋଇଥିଲା । ସେହିପରି ଶୁକ୍ରବାର ଦିନ ୧୦ ଗ୍ରାମକୁ ୭୧,୨୫୬ରେ ବନ୍ଦ ହୋଇଥିଲା । ଏପରି ଭାବେ ଚଳିତ ସପ୍ତାହରେ ୧୦ ଗ୍ରାମ ସୁନା ଦରରେ ପାଖାପାଖି ୨୪୫୫ ଟଙ୍କା ହ୍ରାସ ପରିଲକ୍ଷିତ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking