27.1 C
Bhubaneswar
Saturday, July 27, 2024
Homeଓଡିଶାଅଂଶୁଘଆତରେ ଚାଲିଗଲା ଯୁବକଙ୍କ ଜୀବନ

ଅଂଶୁଘଆତରେ ଚାଲିଗଲା ଯୁବକଙ୍କ ଜୀବନ

ସୋନପୁର : ଅଂଶୁଘଆତରେ ଚାଲିଗଲା ଯୁବକଙ୍କ ଜୀବନ । ସୋନପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଖେମାଲୋଇ ଗ୍ରାମରେ ଅଂଶୁଘଆତରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣଙ୍କ ଖେମାଲୋଇ ଗ୍ରାମର ଦିଲ୍ଲୀପ ଡୁଗିରିଆ ବୋଲି ଜଣାପଡିଛି । ସୂଚନା ଅନୁସାରେ ଦିଲ୍ଲୀପ ଜଣେ ଦିନ ମଜୁରିଆ ଭାବରେ କୂଅ ଖୋଳା କାମ କରି ନିଜ ପରିବାର ପ୍ରତିପୋଷଣ କରନ୍ତି । ତେବେ ସେମାବାର ଦିଲ୍ଲୀପ କୂଅ ଖୋଳୁଥିବା ସମୟରେ ଅସୁସ୍ଥ ହୋଇପଡିଥିଲେ । ଏବଂ ଉଲୁଣ୍ଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ଓ ପରେ ଭଲ ଲାଗିବାରୁ ପରିବାର ଲୋକଙ୍କ ସହ ଘରକୁ ଫେରିଥିଲେ । କିନ୍ତୁ ଅବସ୍ଥା ପୁଣି ଥରେ ଖରାପ ହେବାରୁ ତାଙ୍କୁ ବିନିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏବଂ ଚିକିତ୍ସାଧୀନ ଅବସ୍ଥଆରେ ହିଁ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking