30.1 C
Bhubaneswar
Wednesday, June 26, 2024
Homeଓଡିଶାନିଆଁ ଭିତରୁ ମିଳିଲା ସୁନା

ନିଆଁ ଭିତରୁ ମିଳିଲା ସୁନା

ପୁରୀ: ପୁରୀ ଲକ୍ଷ୍ମୀ ମାର୍କେଟ ନିଆଁ ଭିତରୁ ମିଳିଲା ସୁନା ଅଳଙ୍କାର । ପ୍ରାୟ ୩ ଲକ୍ଷ ଟଙ୍କାର ସୁନା ସହ ଅନ୍ୟ ସାମଗ୍ରୀ ମଧ୍ୟ ଉଦ୍ଧାର ହୋଇଥିବା ସୂଚନା । ନିଆଁ ଲାଗିଥିବା ହୋଟେଲରୁ ମିଳିଲା ସୁନା, ଅଳଙ୍କାର ଓ ଟଙ୍କା । ବ୍ରହ୍ମପୁରରୁ ଆସିଥିବା ପର୍ଯ୍ୟଟକଙ୍କ ସୁନା, ଟଙ୍କା ମିଳିଥିବା ଖବର ସାମ୍ନାକୁ ଆସିଛି ।

ବ୍ରତଘର ପାଇଁ ବ୍ରହ୍ମପୁରରୁ ଆସି ହୋଟେଲରେ ରହିଥିଲେ ପରିବାର ଲୋକେ । ନାସିକରୁ ଆସିଥିବା ତୀର୍ଥଯାତ୍ରୀଙ୍କ ୩ ଲକ୍ଷ ଟଙ୍କା ମଧ୍ୟ ଉଦ୍ଧାର ହୋଇଥିବା ସୂଚନା । ରାତିରେ ନିଆଁ ଲାଗିବାରୁ ସବୁ ଛାଡି ବାହାରି ପଳାଇ ଥିଲେ ସମସ୍ତେ ।

କଂଗ୍ରେସରେ ଚେହେରା ନାହାନ୍ତି: ମୋକିମ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking