27.1 C
Bhubaneswar
Sunday, July 6, 2025
Homeଓଡିଶାମୃତକଙ୍କୁ ଚିହ୍ନଟ କରିବା ପାଇଁ ଅନ୍ୟ ହସ୍ପିଟାଲ ନଯାଇ କେବଳ ଏମ୍ସ ଯାଅ: ପୂର୍ବତଟ ରେଳପଥ

ମୃତକଙ୍କୁ ଚିହ୍ନଟ କରିବା ପାଇଁ ଅନ୍ୟ ହସ୍ପିଟାଲ ନଯାଇ କେବଳ ଏମ୍ସ ଯାଅ: ପୂର୍ବତଟ ରେଳପଥ

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାରେ ନିଖୋଜଙ୍କ ସମ୍ପର୍କୀୟଙ୍କ ସେମାନଙ୍କ ପରିବାର ଲୋକଙ୍କୁ ଖୋଜି ଖୋଜି ନଆନ୍ତ ହେଉଛନ୍ତି। କେଉଁ ଡାକ୍ତରଖାନାରେ ତାଙ୍କ ସମ୍ପର୍କୀୟ ରହିଛନ୍ତି ସେ ନେଇ ନିର୍ଦ୍ଦିଷ୍ଟ ସୂଚନା ନଥିବାରୁ ରାଜଧାନୀର ବିଭିନ୍ନ ହସ୍‌ପିଟାଲ୍‌ରେ ସମ୍ପର୍କୀୟଙ୍କ ଭିଡ଼ ଜମୁଛି।

ଏଥିପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କରାଯାଇଛି। ବାହାନଗା ବଜାର ଟ୍ରେନ ଦୁର୍ଘଟଣାରେ ମୃତକ ମାନଙ୍କୁ ଚିହ୍ନଟ ପାଇଁ ଅନ୍ୟ ହସ୍ପିଟାଲ ନଯାଇ କେବଳ ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲକୁ ଯିବାକୁ ପୂର୍ବତଟ ରେଳପଥ ସୂଚନା ଦେଇଛି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking