27.1 C
Bhubaneswar
Saturday, July 27, 2024
Homeଓଡିଶାପତ୍ନୀହନ୍ତା ସ୍ୱାମୀକୁ ଆଜୀବନ ସଜା

ପତ୍ନୀହନ୍ତା ସ୍ୱାମୀକୁ ଆଜୀବନ ସଜା

ମଙ୍ଗଳପୁର : ପତ୍ନୀହନ୍ତା ସ୍ୱାମୀକୁ ଆଜୀବନ ସଜା ଶୁଣାଇଲେ ଆସିକା ଏଡିଜେ । ଦୋଷୀ ସ୍ୱାମୀ ବିଜୟ ପ୍ରଧାନଙ୍କୁ ଆଜୀବନ କାରାଦଣ୍ଡାଦେଶ । ୨୦୨୨ରେ ମଙ୍ଗଳପୁର ଗାଁରେ ସ୍ତ୍ରୀକୁ ହାଣି ହତ୍ୟା କରିଥିଲା ।

ବସ – ସିମେଣ୍ଟ ଟ୍ୟାଙ୍କର ମୁହାଁମୁହିଁ ଧକ୍କା : ୨ ମୃତ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking