29.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶବସ - ସିମେଣ୍ଟ ଟ୍ୟାଙ୍କର ମୁହାଁମୁହିଁ ଧକ୍କା : ୨ ମୃତ

ବସ – ସିମେଣ୍ଟ ଟ୍ୟାଙ୍କର ମୁହାଁମୁହିଁ ଧକ୍କା : ୨ ମୃତ

ଗୁଜୁରାଟ : ଗୁଜୁରାଟର ଖେଡା ଜିଲ୍ଲାର ନାଡିଆଦା ଅଞ୍ଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ବସ୍‌-ସିମେଣ୍ଟ ଟ୍ୟାଙ୍କର ମୁହାଁମୁହିଁ ଧକ୍କା ଫଳରେ ଚାଲିଗଲା ୨ ଜୀବନ। ଏହାସହିତ ଏହି ଦୁର୍ଘଟଣାରେ ୨୧ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଯାତ୍ରୀବାହୀ ବସଟି ଯାତ୍ରୀଙ୍କୁ ନେଇ ଅହମ୍ମଦାବାଦରୁ ପୁଣେ ଅଭିମୁଖେ ଯାଉଥିଲା। ଏହି ସମୟ ମଧ୍ୟରେ ହଠାତ୍ ଏକ ସିମେଣ୍ଟ ଟ୍ୟାଙ୍କର୍ ରାଜପଥରେ ବାମକୁ ଯାଇ ବସ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏହାପରେ ବସଟି ରାସ୍ତାରେ ଥିବା ରେଲିଂ ଭାଙ୍ଗି ୨୫ ଫୁଟ ତଳକୁ ଖସି ପଡିଥିଲା। ଏପିରିକି ଘଟଣା ସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା ।ପୋଲିସ ଘଟଣା ସ୍ଥଳରେ ପହନ୍ଚି ଘଟଣାର ତଦନ୍ତ କରୁଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking