26.7 C
Bhubaneswar
Saturday, April 11, 2026
Homeଓଡିଶାଘାସିରାମ ହୋଇପାରନ୍ତି କଂଗ୍ରେସ ପ୍ରାର୍ଥୀ: ଭକ୍ତ ଦାସ

ଘାସିରାମ ହୋଇପାରନ୍ତି କଂଗ୍ରେସ ପ୍ରାର୍ଥୀ: ଭକ୍ତ ଦାସ

ଭୁବନେଶ୍ୱର: ନୂଆପଡା ଉପନିର୍ବାଚନରେ ଘାସିରାମ ହୋଇପାରନ୍ତି କଂଗ୍ରେସ ପ୍ରାର୍ଥୀ । ପରୋକ୍ଷରେ ସଙ୍କେତ ଦେଲେ ପିସିସି ସଭାପତି ଭକ୍ତ ଦାସ । ଗତ ନିର୍ବାଚନରେ ଘାସିରାମଙ୍କୁ ଟିକେଟ ଦିଆଯାଇନଥିଲା । ସର୍ବକ୍ଷମା ପରେ ଏବେ ଜିଲ୍ଲା ସଂଯୋଜକ ଅଛନ୍ତି ଘାସିରାମ । କଂଗ୍ରେସ ଭୋଟ ବ୍ୟାଙ୍କ ଦେଖି ଅନ୍ୟ ଦଳ ଭୟଭୀତ । କଂଗ୍ରେସ ପ୍ରାର୍ଥୀଙ୍କୁ ଯେତେ ଅଫର ଆସିଲେ ବି ବିକ୍ରି ହେବେନି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking