28.1 C
Bhubaneswar
Thursday, March 28, 2024
Homeପୁରୁଷ ହକି ବିଶ୍ୱକପ୍ଫାଇନାଲକୁ ଟିକେଟ ପାଇଲା ଜର୍ମାନୀ; ହକି ବିଶ୍ୱକପ-୨୦୨୩ରେ ଅଷ୍ଟ୍ରେଲିଆର ଯାତ୍ରା ଶେଷ

ଫାଇନାଲକୁ ଟିକେଟ ପାଇଲା ଜର୍ମାନୀ; ହକି ବିଶ୍ୱକପ-୨୦୨୩ରେ ଅଷ୍ଟ୍ରେଲିଆର ଯାତ୍ରା ଶେଷ

ଭୁବନେଶ୍ୱର: ଚଳିତ ହକି ବିଶ୍ୱକପ ୨୦୨୩ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ଆଜି ପ୍ରଥମ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ୪-୩ ଗୋଲରେ ମାତ୍ ଦେଇ ଫାଇନାଲରେ ପହଞ୍ଚିଛି ଜର୍ମାନୀ । ଆଜି ଦ୍ୱିତୀୟ ସେମି ଫାଇନାଲରେ ବେଲଜିୟମ-ନେଦରଲ୍ୟାଣ୍ଡସ ମୁହାଁମୁହିଁ ହେବେ । ଏହି ମ୍ୟାଚର ବିଜେତାଙ୍କ ସହ ଜର୍ମାନୀର ଫାଇନାଲ ମୁକାବିଲା ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking