24.1 C
Bhubaneswar
Thursday, February 20, 2025
Homeଦେଶ ବିଦେଶଗାଜାରେ ଶାନ୍ତି ଚୁକ୍ତି : ୭୦୦ ପାଲେଷ୍ଟିନୀୟଙ୍କୁ ଛାଡ଼ିବ ଇସ୍ରାଏଲ୍

ଗାଜାରେ ଶାନ୍ତି ଚୁକ୍ତି : ୭୦୦ ପାଲେଷ୍ଟିନୀୟଙ୍କୁ ଛାଡ଼ିବ ଇସ୍ରାଏଲ୍

ନୂଆଦିଲ୍ଲୀ : ଇସ୍ରାଏଲ ଓ ହାମାସ ଯୁଦ୍ଧ ବନ୍ଦ କରିବାକୁ ଇସ୍ରାଏଲ କ୍ୟାବିନେଟ୍ ଗାଜାରେ ଅସ୍ତ୍ରବିରତି ଚୁକ୍ତିକୁ ଅନୁମୋଦନ କରିଛି। ଏବେ ଇସ୍ରାଏଲ ହାମାସର ଲୋକଙ୍କ ତାଲିକା ଜାରି କରିଛି, ଯେଉଁମାନଙ୍କୁ ସେ ମୁକ୍ତ କରିବ। ଇସ୍ରାଏଲର ନ୍ୟାୟ ମନ୍ତ୍ରଣାଳୟ ୭୦୦ରୁ ଅଧିକ ପାଲେଷ୍ଟାଇନ୍ କଏଦୀଙ୍କ ତାଲିକା ଜାରି କରିଛି। ସେମାନଙ୍କୁ ଅସ୍ତ୍ରବିରତି ଚୁକ୍ତି ଅନୁଯାୟୀ ମୁକ୍ତ କରାଯିବ ଯାହା ଗାଜାରେ ହାମାସ ସହିତ ଯୁଦ୍ଧ କୁ ବନ୍ଦ କରିବ । ବେଞ୍ଜାମିନ ନେତାନ୍ୟାହୁଙ୍କ ନେତୃତ୍ୱାଧୀନ ଇସ୍ରାଏଲ କ୍ୟାବିନେଟ୍ ଗାଜା ଅସ୍ତ୍ରବିରତି ଚୁକ୍ତିକୁ ଅନୁମୋଦନ କରିବାର କିଛି ଘଣ୍ଟା ପରେ ଏହି ତାଲିକା ପ୍ରକାଶ ପାଇଛି। ରବିବାର ସ୍ଥାନୀୟ ସମୟ ଅପରାହ୍ଣ ୪ଟା ବେଳେ ଇସ୍ରାଏଲ ଏସବୁ କଏଦୀଙ୍କୁ ମୁକ୍ତ କରିବ  ବୋଲି ଇସ୍ରାଏଲର ନ୍ୟାୟ ମନ୍ତ୍ରାଳୟ କହିଛି। ତାବଦଳରେ ହମାସ୍ ବନ୍ଧକମାନଙ୍କୁ ମୁକ୍ତ କରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking