31.1 C
Bhubaneswar
Wednesday, April 29, 2026
Homeଓଡିଶାଗ୍ୟାସ ସିଲିଣ୍ଡର ଫାଟି ଯୁବକ ଗୁରୁତର

ଗ୍ୟାସ ସିଲିଣ୍ଡର ଫାଟି ଯୁବକ ଗୁରୁତର

ଗଞ୍ଜାମ: ଗ୍ୟାସ ସିଲିଣ୍ଡର ଫାଟି ଜଣେ ଯୁବକ ଗୁରୁତର ।  ଘଟଣା ହେଉଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ବଡଡୁମୁଳା ପଞ୍ଚାୟତ ବାଗଡା ଗ୍ରାମର । ରୋଷେଇ ପାଇଁ ଗ୍ୟାସ ସିଲିଣ୍ଡର ଲଗାଇଥିବା ବେଳେ ଗ୍ୟାସ ବିସ୍ଫୋରଣ ହୋଇଥିଲା । ଘର ଛାତ ଉଡ଼ିଯିବା ସହ ଘରେ ଥିବା ସମସ୍ତ ଘରକରଣା ସାମଗ୍ରୀ ନଷ୍ଟ ହୋଇଛି । ଦୁର୍ଘଟଣାରେ ଜଣେ ଗୁରୁତର ହୋଇଥିବା ବେଳେ ତାଙ୍କୁ ପ୍ରଥମେ ବୋମକେଇ ମେଡିକାଲ ପରେ ଦିଗପହଣ୍ଡି ମେଡିକାଲ ନିଆଯାଇଥିଲା ଅବସ୍ଥା ସଂକଟାପନ୍ନ ହେବାରୁ ବ୍ରହ୍ମପୁର ନିଆଯାଇଥିବା ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking