39.1 C
Bhubaneswar
Friday, April 26, 2024
Homeଅପରାଧପୁଲିସ ଏନକାଉଣ୍ଟରରେ ଗ୍ୟାଙ୍ଗଷ୍ଟର ଜୟପାଲ୍ ଭୁଲାର ନିହତ

ପୁଲିସ ଏନକାଉଣ୍ଟରରେ ଗ୍ୟାଙ୍ଗଷ୍ଟର ଜୟପାଲ୍ ଭୁଲାର ନିହତ

ନୂଆଦିଲ୍ଲୀ :  ପଞ୍ଜାବ ପୁଲିସର ଏନକାଉଣ୍ଟରରେ ଜୟପାଲ ଭୁଲାର ସମେତ ଦୁଇ ଜଣ ଗ୍ୟାଙ୍ଗଷ୍ଟର ନିହତ ହୋଇଛନ୍ତି । ଅନ୍ୟ ଜଣକ ହେଲେ ଯଶପ୍ରୀତ ସିଂହ । ପଞ୍ଜାବରେ ଦୁଇଜଣ ପୁଲିସ ଏଏସ୍‌ଆଇଙ୍କ ହତ୍ୟାକାଣ୍ଡରେ ଏହି ଦୁଇଜଣ ସମ୍ପୃକ୍ତ ଥିଲେ । ବିଶେଷ ସୂଚନା ପାଇ ପଞ୍ଜାବ ପୁଲିସର ଏକ ଟିମ୍ କୋଲକାତାରେ ଏହି ଅପରେସନ କରିଥିଲା । ଏଥିରେ କୋଲକାତା ପୁଲିସ ମଧ୍ୟ ପଞ୍ଜାବ ପୁଲିସକୁ ସହାୟତା କରିଥିଲା । ଅନୁସନ୍ଧାନରୁ ଜଣାପଡ଼ିଛି ଜୟପାଲ ସିଂ ଭୁଲାର କୋଲକାତାର ନିଉ ଟାଉନ୍ ଅଞ୍ଚଳରେ ଏକ ରେସିଡେନ୍ସିଆଲ କମ୍ପେ୍ଲକ୍ସରେ ରହୁଥିଲା । ତା’ ନିକଟରୁ ୭୦ଲକ୍ଷ ଟଙ୍କା, ପିସ୍ତଲ ଓ ମୋବାଇଲ ଫୋନ ଜବତ ହୋଇଛି । ସୂଚନାଯୋଗ୍ୟ, ଜୟପାଲକୁ ଧରିବା ପାଇଁ ପଞ୍ଜାବ ପୁଲିସ ୧୦ଲକ୍ଷ ଏବଂ ଜୟପ୍ରୀତିକୁ ଧରିବା ପାଇଁ ୫ଲକ୍ଷ ଟଙ୍କା ପୁରସ୍କାର ପୂର୍ବରୁ ଘୋଷଣା କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking